ଭାଗ I. ନୂତନ ବିଶେଷତାଗୁଡ଼ିକ
ଏହି ବିଭାଗଟି Red Hat Enterprise Linux 7.1 ରେ ପ୍ରଦତ୍ତ ନୂତନ ବିଶେଷତା ଏବଂ ମୂଖ୍ୟ ବିକାଶଗୁଡ଼ିକୁ ବର୍ଣ୍ଣନା କରିଥାଏ।
Red Hat Enterprise Linux 7.1 ଏକକ କିଟ ଭାବରେ ନିମ୍ନଲିଖିତ ସଂରଚନାରେ ଉପଲବ୍ଧ
:
ଏହି ପ୍ରକାଶନରେ, Red Hat ସମସ୍ତ ସର୍ଭର, ତନ୍ତ୍ର, ଏବଂ ଅନ୍ୟାନ୍ୟ Red Hat ମୁକ୍ତ ଉତ୍ସ ଅଭିଜ୍ଞତାକୁ ଉନ୍ନତ କରିଅଛି।
1.1. POWER ପାଇଁ Red Hat Enterprise Linux, Little Endian
Red Hat Enterprise Linux 7.1 ରେ little endian ସହାୟତାକୁ ପ୍ରଥମ ଥର ପାଇଁ IBM Power Systems ସର୍ଭରରେ IBM POWER8 ପ୍ରସେସର ବ୍ୟବହାର କରି ଆରମ୍ଭ କରାଯାଇଥିଲା। ଏହା ପୂର୍ବରୁ Red Hat Enterprise Linux 7 ରେ, କେବଳ big endian ପ୍ରକାରକୁ IBM Power Systems ପାଇଁ ଦିଆଯାଇଥିଲା। little endian ପାଇଁ ସହାୟତାକୁ POWER8-ଆଧାରିତ ସର୍ଭରଗୁଡ଼ିକରେ ଦିଆଯାଇଥାଏ ଯାହାକି 64-ବିଟ Intel ସୁସଙ୍ଗତ ତନ୍ତ୍ରଗୁଡ଼ିକ ମଧ୍ଯରେ ପ୍ରୟୋଗ ସ୍ଥାନାନ୍ତରଣକୁ ଉନ୍ନତ କରିଥାଏ (x86_64
) ଏବଂ IBM Power Systems.
Red Hat Enterprise Linux କୁ IBM Power Systems ସର୍ଭରଗୁଡ଼ିକରେ ସ୍ଥାପନ ପାଇଁ ପୃଥକ ସ୍ଥାପନ ମେଡିଆ ଦିଆଯାଇଥାଏ। ସେହି ମେଡିଆ Red Hat ଗ୍ରାହକ ପୃଷ୍ଠାର ଆହରଣ ବିଭାଗରେ ଉପଲବ୍ଧ।
କେବଳ IBM POWER8 ସଞ୍ଚାଳକ-ଆଧାରିତ ସର୍ଭରଗୁଡ଼ିକ Red Hat Enterprise Linux ସହିତ POWER, little endian ରେ ସହାୟତା ପ୍ରାପ୍ତ।
ବର୍ତ୍ତମାନ, Red Hat Enterprise Linux POWER ପାଇଁ, little endian କୁ କେବଳ KVM ଅତିଥି ଭାବରେ Red Hat Enteprise ଶକ୍ତି ଆଭାସୀକରଣ ରେ ସହାୟତା ଦିଆଯାଇଛି। ଖାଲି ଧାତୁ ହାର୍ଡୱେର ଉପରେ ସ୍ଥାପନକୁ ବର୍ତ୍ତମାନ ସହାୟତା ଦିଆଯାଇନଥାଏ।
GRUB2 ବୁଟ ଲେଡରକୁ ସ୍ଥାପନ ମେଡିଆ ଏବଂ ନେଟୱର୍କ ବୁଟ ପାଇଁ ବ୍ୟବହାର କରାଯାଇଥାଏ।
ସ୍ଥାପନ ପୁସ୍ତକ କୁ ନିର୍ଦ୍ଦେଶ ସହିତ ଅଦ୍ୟତନ କରାଯାଇଥାଏ ଯାହାକି ନେଟୱର୍କ ବୁଟ ସହାୟତାରେ IBM Power Systems କ୍ଲାଏଣ୍ଟ
GRUB2 ବ୍ୟବହାର କରି ସେଟ କରିବା ପାଇଁ ଅଦ୍ୟତନ କରାଯାଇଛି।
IBM Power Systems ପାଇଁ ସମସ୍ତ ସଫ୍ଟୱେର ପ୍ଯାକେଜଗୁଡ଼ିକ Red Hat Enterprise Linux for POWER ର ଉଭୟ little endian ଏବଂ big endian ପ୍ରକାର ପାଇଁ ଉପଲବ୍ଧ।
POWER ର Red Hat Enterprise Linux ପାଇଁ ନିର୍ମିତ, little endian ppc64le
ସଂରଚନା ସଂକେତକୁ ବ୍ୟବହାର କରିଥାଏ - ଉଦାହରଣ ସ୍ୱରୂପ, gcc-4.8.3-9.ael7b.ppc64le.rpm.
ଅଧ୍ଯାୟ 2. ସ୍ଥାପନ ଏବଂ ବୁଟିଙ୍ଗ
Red Hat Enterprise Linux ସ୍ଥାପକ, Anaconda, କୁRed Hat Enterprise Linux 7.1. ପାଇଁ ସ୍ଥାପନ ପଦ୍ଧତିକୁ ଉନ୍ନତ କରିବାକୁ ପୁନଃ ରଚନା କରାଯାଇଛି।
ଅନ୍ତରାପୃଷ୍ଠ
ଆଲେଖିକ ସ୍ଥାପକ ଅନ୍ତରାପୃଷ୍ଠ ବର୍ତ୍ତମାନ ଏକ ଅତିରିକ୍ତ ପରଦା ଧାରଣ କରିଥାଏ ଯାହାକିKdump କର୍ଣ୍ଣଲ କ୍ରାସ ଡମ୍ପିଙ୍ଗ କୌଶଳକୁ ସ୍ଥାପନ ସମୟରେ ବିନ୍ୟାସକୁ ସକ୍ରିୟ କରିଥାଏ।ପୂର୍ବରୁ, ଏହା ସ୍ଥାପନ ପରେ firstboot ବ୍ୟବହାର କରି ବିନ୍ୟାସ କରାଯାଇଥାଏ, ଯାହାକିଆଲେଖିକ ଅନ୍ତରାପୃଷ୍ଠ ବିନା ଅନୁମତି ପାଇନଥାଏ। ବର୍ତ୍ତମାନ, ଆପଣ Kdump କୁ ସ୍ଥାପନ କ୍ରିୟାର ଅଂଶ ଭାବରେ ବ୍ୟବହାର କରି ଆଲେଖିକ ପରିବେଶ ବିନା ବିନ୍ୟାସ କରିପାରିବେ। ନୂତନ ପରଦାଟି ମୂଖ୍ୟ ସ୍ଥାପକ ତାଲିକାରୁ (ସ୍ଥାପନ ସାରାଂଶ) ଅନୁମତି ପ୍ରାପ୍ତ।
ହସ୍ତକୃତ ବିଭାଜନ ପରଦାକୁ ବ୍ୟବହାରକାରୀଙ୍କ ସୁବିଧା ପାଇଁ ପୁନଃ ରଚନା କରାଯାଇଛି। କିଛି ନିୟନ୍ତ୍ରଣଗୁଡ଼ିକୁ ପରଦାର ଭିନ୍ନ ସ୍ଥାନକୁ ପଠାଯାଇଛି।
ଆପଣ ବର୍ତ୍ତମାନ ନେଟୱର୍କ & ହୋଷ୍ଟନାମ ପରଦାରେ ନେଟୱର୍କ ବ୍ରିଜକୁ ବିନ୍ୟାସ କରିପାରିବେ। ଏହା କରିବା ପାଇଁ, + ବଟନକୁ ଅନ୍ତରାପୃଷ୍ଠ ତାଲିକାର ତଳେ କ୍ଲିକ କରନ୍ତୁ, ବ୍ରିଜକୁ ତାଲିକାରୁ ବାଛନ୍ତୁ, ଏବଂ ବ୍ରିଜକୁ ବ୍ରିଜ ସଂଯୋଗକୁ ସମ୍ପାଦନ କରି ସଂଳାପରୁ ବିନ୍ୟାସ କରନ୍ତୁ ଯାହାକି ପରେ ଦୃଶ୍ୟମାନ ହେବ।ଏହି ସଂଳାପଟି NetworkManager ଦ୍ୱାରା ଦିଆଯାଇଥାଏ ଏବଂ Red Hat Enterprise Linux 7.1 ନେଟୱର୍କିଙ୍ଗ ପୁସ୍ତିକାରେ ସମ୍ପୂର୍ଣ୍ଣ ଭାବରେ ବର୍ଣ୍ଣନା କରାଯାଇଥାଏ।
ଅନେକ ନୂତନ କିକଷ୍ଟାର୍ଟ ବିକଳ୍ପଗୁଡ଼ିକୁ ବ୍ରିଜ ସଂରଚନାରେ ଯୋଗ କରାଯାଇଛି। ବିବରଣୀ ପାଇଁ ତଳେ ଦେଖନ୍ତୁ।
ଲଗ ଦର୍ଶାଇବା ପାଇଁ ସ୍ଥାପକ ବର୍ତ୍ତମାନ ଏକାଧିକ କୋନସୋଲ ବ୍ୟବହାର କରିନଥାଏ। ଏହା ପରିବର୍ତ୍ତେ, ସମସ୍ତ ଲଗଗୁଡ଼ିକୁ tmux ପଟ୍ଟିକରେ ଆଭାସୀ କୋନସଲ 1 (tty1
) ଥାଏ। ସ୍ଥାପନ ସମୟରେ ଲଗ ଦେଖିବା ପାଇଁ, Ctrl+Alt+F1କୁ ଦବାଇ tmux କୁ ପରିବର୍ତ୍ତନ କରନ୍ତୁ, ଏବଂ ତାପରେ Ctrl+b X
କୁ ବ୍ୟବହାର କରି ବିଭିନ୍ନ ୱିଣ୍ଡୋ ମଧ୍ଯରେ ଯାତାୟାତ କରନ୍ତୁ (X
କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ୱିଣ୍ଡୋ ସହିତ ପରଦାରେ ଦର୍ଶାଯାଇଥିବା ପରି ବଦଳାନ୍ତୁ)।
ଆଲେଖିକ ଅନ୍ତରାପୃଷ୍ଠକୁ ଫେରିବା ପାଇଁ, Ctrl+Alt+F6କୁ ଦବାନ୍ତୁ।
Anaconda ପାଇଁ ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ ବର୍ତ୍ତମାନ ସମ୍ପୂର୍ଣ୍ଣ ସହାୟତା ଧାରଣ କରିଥାଏ। ଏହାକୁ ଦେଖିବା ପାଇଁ, anaconda -h
ନିର୍ଦ୍ଦେଶକୁ ଏକ ତନ୍ତ୍ର ଉପରେ ସ୍ଥାପିତ anaconda ପ୍ୟାକେଜ ସହିତ ବ୍ୟବହାର କରନ୍ତୁ। ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ ଆପଣଙ୍କୁ ସ୍ଥାପିତ ତନ୍ତ୍ର ଉପରେ ସ୍ଥାପକ ଚଲାଇବା ପାଇଁ ଅନୁମତି ଦେଇଥାଏ, ଯାହାକି ଡିସ୍କ ପ୍ରତିଛବି ସ୍ଥାପନ ପାଇଁ ଉପଯୋଗୀ ହୋଇଥାଏ।
କିକ-ଷ୍ଟାର୍ଟ ନିର୍ଦ୍ଦେଶ ଏବଂ ବିକଳ୍ପଗୁଡ଼ିକ
logvol
ନିର୍ଦ୍ଦେଶରେ ଏକ ନୂତନ ବିକଳ୍ପ ଥାଏ: --profile=
. ଲଜିକାଲ ଭଲ୍ୟୁମ ସହିତ ବ୍ୟବହାର କରିବା ପାଇଁ ଏହି ବିକଳ୍ପକୁ ବିନ୍ୟାସ ରୂପରେଖା ନାମକୁ ଉଲ୍ଲେଖ କରିବା ପାଇଁ ବ୍ୟବହାର କରନ୍ତୁ। ଯଦି ବ୍ୟବହାର କରାଯାଏ, ତେବେ ଲଜିକାଲ ଭଲ୍ୟୁମ ପାଇଁ ନାମ ମଧ୍ଯ ଅଧିତଥ୍ୟରେ ଅନ୍ତର୍ଭୁକ୍ତ ହେବ।
ପୂର୍ବନିର୍ଦ୍ଧାରିତ ଭାବରେ, ଉପଲବ୍ଧ ରୂପରେଖାଗୁଡ଼ିକ ହେଉଛି ପୂର୍ବନିର୍ଦ୍ଧାରିତ
ଏବଂ thin-performance
ଏବଂ ତାହା /etc/lvm/profile
ଡିରେକ୍ଟୋରୀରେ ବ୍ୟାଖ୍ୟା କରାଯାଇଛି। ଅଧିକ ସୂଚନା ପାଇଁlvm(8)
man ପୃଷ୍ଠାକୁ ଦେଖନ୍ତୁ।
autostep
କିକଷ୍ଟାର୍ଟ ନିର୍ଦ୍ଦେଶର --autoscreenshot
ବିକଳ୍ପର ସମାଧାନ କରାଯାଇଛି, ଏବଂ ବର୍ତ୍ତମାନ ସଠିକ ଭାବରେ ପ୍ରତ୍ୟେକ ପରଦାର ଏକ ଆଶୁଚିତ୍ରକୁ /tmp/anaconda-screenshots
ଡିରେକ୍ଟୋରୀରେ ସଂରକ୍ଷଣ କରିଥାଏ। ସ୍ଥାପନ ସମ୍ପୂର୍ଣ୍ଣ ହେବା ପରେ, ଏହି ଆଶୁଚିତ୍ରଗୁଡ଼ିକ /root/anaconda-screenshots
ମଧ୍ଯକୁ ଘୁଞ୍ଚାଯାଇଥାଏ।
liveimg
ନିର୍ଦ୍ଦେଶ ବର୍ତ୍ତମାନ ସ୍ଥାପନକୁ tar ଫାଇଲ ଏବଂ ଡିସ୍କ ପ୍ରତିଛବିରୁ ସହାୟତା କରିଥାଏ।tar ଅଭିଲେଖ ନିଶ୍ଚିତ ଭାବରେ ସ୍ଥାପନ ମେଡିଆ ରୁଟ ଫାଇଲ ତନ୍ତ୍ର ଧାରଣ କରିଥାଏ, ଏବଂ ଫାଇଲନାମ ନିଶ୍ଚିତ ଭାବରେ .tar
, .tbz
, .tgz
, .txz
, .tar.bz2
, .tar.gz
, କିମ୍ବା .tar.xz
ରେ ସମାପ୍ତ ହୋଇଥିବା ଉଚିତ।
ଅନେକ ନୂତନ ବିକଳ୍ପଗୁଡ଼ିକ network
ନିର୍ଦ୍ଦେଶରେ ନେଟୱର୍କ ବ୍ରିଜ ବିନ୍ୟାସ କରିବା ପାଇଁ ଯୋଗକରାଯାଇଛି। ଏହି ବିକଳ୍ପଗୁଡ଼ିକ ହେଉଛି:
--bridgeslaves=
: ଯେତେବେଳେ ଏହି ବିକଳ୍ପକୁ ବ୍ୟବହାର କରାଯାଇଥାଏ, ସେତେବେଳେ--device=
ବିକଳ୍ପରେ ଉଲ୍ଲେଖ ହୋଇଥିବା ନେଟୱର୍କ ଉପକରଣକୁ ସ୍ଲେଭ ବ୍ୟବହାର କରି ସୃଷ୍ଟି କରାଯିବ ଯାହାକି --bridgeslaves=
ବିକଳ୍ପରେ ବ୍ୟାଖ୍ୟା କରାଯାଇଛି। ଉଦାହରଣ ସ୍ୱରୂପ:
network --device=bridge0 --bridgeslaves=em1
--bridgeopts=
: ବ୍ରିଜ ଅନ୍ତରାପୃଷ୍ଠ ପାଇଁ ପ୍ରାଚଳଗୁଡ଼ିକର ଏକ ବୈକଳ୍ପିକ କୋମା ଦ୍ୱାରା ପୃଥକ ତାଲିକା। ଉପଲବ୍ଧ ମୂଲ୍ୟଗୁଡ଼ିକ ହେଉଛି stp
, priority
, forward-delay
, hello-time
, max-age
, ଏବଂ ageing-time
. ଏହି ପ୍ରାଚଳଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, nm-settings(5)
man ପୃଷ୍ଠାକୁ ଦେଖନ୍ତୁ।
autopart
ନିର୍ଦ୍ଦେଶରେ ନୂତନ ବିକଳ୍ପ ଅଛି, --fstype
. ଏହି ବିକଳ୍ପ ଆପଣଙ୍କୁ ପୂର୍ବନିର୍ଦ୍ଧାରିତ ଫାଇଲତନ୍ତ୍ର ପ୍ରକାରକୁ ଅନୁମତି ଦେଇଥାଏ(xfs
) କିକଷ୍ଟାର୍ଟ ଫାଇଲରେ ସ୍ୱୟଂଚାଳିତ ବିଭାଜନକୁ ବ୍ୟବହାର କରିବା ସମୟରେ।
ଡକର ସହାୟତା ପାଇଁ ଅନେକ ନୂତନ ବିଶେଷତାଗୁଡ଼ିକୁ କିକଷ୍ଟାର୍ଟ ଫାଇଲରେ ଯୋଡାଯାଇଛି। ଏହି ବିଶେଷତାଗୁଡ଼ିକ ଅନ୍ତର୍ଭୁକ୍ତ:
repo --install
: ଏହି ନୂତନ ବିକଳ୍ପ ପ୍ରଦତ୍ତ ରେପୋଜିଟୋରୀ ସଂରଚନାକୁ ସ୍ଥାପିତ ତନ୍ତ୍ର ଉପରେ/etc/yum.repos.d/
ଡିରେକ୍ଟୋରୀରେ ସଂରକ୍ଷଣ କରିଥାଏ। ଏହି ବିକଳ୍ପକୁ ବ୍ୟବହାରନକରି, କିକଷ୍ଟାର୍ଟ ଫାଇଲରେ ଏକ ରେପୋଜିଟୋରୀ ସଂରଚନା ସ୍ଥାପନ ସମୟରେ ଉପଲବ୍ଧ ହୋଇଥାଏ, ସ୍ଥାପିତ ତନ୍ତ୍ର ଉପରେ ନୁହଁ।
bootloader --disabled
: ଏହି ବିକଳ୍ପ ବୁଟ ଲୋଡରକୁ ସ୍ଥାପନ ହେବାରୁ ବାରଣ କରିଥାଏ।
%packages --nocore
: %packages
ବିଭାଗ ପାଇଁ ଏକ ନୂତନ ବିକଳ୍ପ ଯାହାକି ତନ୍ତ୍ରକୁ @core
ପ୍ୟାକେଜ ଶ୍ରେଣୀରେ ସ୍ଥାପନ ହେବାରୁ ବାରଣ କରିଥାଏ।ଏହା ସର୍ବନିମ୍ନ ତନ୍ତ୍ରଗୁଡ଼ିକୁ ସ୍ଥାପନ ହେବା ପାଇଁ ସକ୍ରିୟ କରିଥାଏ।
ଦୟାକରି ମନେରଖନ୍ତୁ ଯେ ବର୍ଣ୍ଣନା କରାଯାଇଥିବା ବିକଳ୍ପଗୁଡ଼ିକ କେବଳ ଡକର ଧାରଣ ସ୍ଥାନ ସହିତ ମିଶ୍ରଣ କରିବା ସମୟରେ ଉପଯୋଗୀ ହୋଇଥାଏ, ଏବଂ ସାଧାରଣ ସ୍ଥାପନାରେ ବ୍ୟବହାର କରି ଫଳସ୍ୱରୂପ ଅନୁପୋଯଗୀ ତନ୍ତ୍ର ହୋଇଥାଏ।
Anaconda ଏଣ୍ଟ୍ରୋପି
Red Hat Enterprise Linux 7.1 ରେ, Anaconda ଏଣ୍ଟ୍ରୋପି ଏକତ୍ରିତ କରିଥାଏ ଯଦି ସେହି ଡିସ୍କକୁ ସମ୍ଭାବ୍ୟ ସୁରକ୍ଷା ସମସ୍ୟା ପାଇଁ ସଂଗୁପ୍ତ ରଖାଯାଇଥାଏ, ଯାହାକି ନିମ୍ନ ମାନର ଏଣ୍ଟ୍ରୋପି ସହିତ ତଥ୍ୟ ପାଇଁ ଏକ ସଂଗୁପ୍ତ ଶୈଳୀ ପ୍ରସ୍ତୁତ କରିଥାଏ। ତେଣୁ, Anaconda ଯଥେଷ୍ଟ ଏଣ୍ଟ୍ରୋପି ଏକତ୍ରିତ ମହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଏ ଏବଂ ଅପେକ୍ଷା ସମୟକୁ କମ କରିବା ପାଇଁ ପ୍ରସ୍ତାବ ଦେଇଥାଏ।
ଆଲେଖିକ ସ୍ଥାପକରେ ସୁନିର୍ମିତ ସହାୟତା
ସ୍ଥାପକର ଆଲେଖିକ ଅନ୍ତରାପୃଷ୍ଠ ପ୍ରତ୍ୟେକ ପରଦା ଏବଂ
Initial Setup ଉପଯୋଗିତା ବର୍ତ୍ତମାନ
ସହାୟତା ବଟନ ଉପର ଡ଼ାହାଣ କୋଣରେ ଥାଏ। ଏହି ବଟନକୁ କ୍ଲିକ କରିବା ଫଳରେ ତାହା
ସ୍ଥାପନ ପୁସ୍ତକ ର ସମ୍ପୃକ୍ତ ବିଭାଗକୁ
Yelp ସହାୟତା ବ୍ରାଉଜରକୁ ବ୍ୟବହାର କରିଥାଏ।
IBM Power Systems ପାଇଁ ସ୍ଥାପନ ମେଡିଆ ବର୍ତ୍ତମାନ GRUB2 ବୁଟ ଲୋଡରକୁପୂର୍ବରୁ ଦିଆଯାଇଥିବା yaboot ପରିବର୍ତ୍ତେ ବ୍ୟବହାର କରିଥାଏ। Red Hat Enterprise Linux ର big endian ପ୍ରକାରPOWER ପାଇଁ, GRUB2 କୁ ପସନ୍ଦ କରାଯାଇଥାଏ କିନ୍ତୁyaboot କୁ ମଧ୍ଯ ବ୍ୟବହାର କରାଯାଇ ପାରିବ। ନୂତନ ଭାବରେ ଆରମ୍ଭ ହୋଇଥିବାlittle endian ପ୍ରକାର ବୁଟ କରିବା ପାଇଁ GRUB2 ଆବଶ୍ୟକ କରିଥାଏ।
ସ୍ଥାପନ ପୁସ୍ତକ କୁ ନିର୍ଦ୍ଦେଶ ସହିତ ଅଦ୍ୟତନ କରାଯାଇଥାଏ ଯାହାକି ନେଟୱର୍କ ବୁଟ ସହାୟତାରେ IBM Power Systems
GRUB2 ବ୍ୟବହାର କରି ସେଟ କରିବା ପାଇଁ ଅଦ୍ୟତନ କରାଯାଇଛି।
LVM କ୍ୟାଶେ
Red Hat Enterprise Linux 7.1 ରେ, LVM କ୍ୟାଶେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହି ବିଶେଷତା ବ୍ୟବହାରକାରୀଙ୍କୁ ଲଜିକାଲ ଭଲ୍ୟୁମ ସୃଷ୍ଟି କରିବା ପାଇଁ ଅନୁମତି ଦେଇଥାଏ। କ୍ୟାଶେ ଲଜିକାଲ ଭଲ୍ୟୁମ ସୃଷ୍ଟି କରିବା ବିଷୟରେ ଅଧିକ ସୂଚନା ପାଇଁ ଦୟାକରି lvm(8)
man ପୃଷ୍ଠାକୁ ଦେଖନ୍ତୁ।
ନିମ୍ନଲିଖିତ ପ୍ରତିରୋଧଗୁଡ଼ିକ କ୍ୟାଶେ ଲଜିକାଲ ଭଲ୍ୟୁମ(LV) ବ୍ୟବହାର କରିବା ପାଇଁ ମନେରଖନ୍ତୁ:
କ୍ୟାଶେ LV ନିଶ୍ଚିତ ଭାବରେ ଏକ ଉପର ସ୍ତରର ଉପକରଣ ଅଟେ। ଏହାକୁ ଥିନ ପୁଲLV ଭାବରେ ବ୍ୟବହାର କରିପାରିବେ ନାହିଁ, RAID LV ର ଏକ ପ୍ରତିଛବି ଭାବରେ, ଅଥବା ଅନ୍ୟାନ୍ୟ ଉପ-LV ପ୍ରକାର ଭାବରେ ବ୍ୟବହାର କରିପାରିବେ ନାହିଁ।
କ୍ୟାଶେ LV ର ଗୁଣଧର୍ମକୁ ନିର୍ମାଣ ପରେ ପରିବର୍ତ୍ତନ କରିପାରିବେ ନାହିଁ। କ୍ୟାଶେ ଗୁଣଧର୍ମକୁ ପରିବର୍ତ୍ତନ କରିବା ପାଇଁ, କ୍ୟାଶେକୁ ବାହାର କରନ୍ତୁ ଏବଂ ଇଚ୍ଛାମୁତାବକ ଗୁଣଧର୍ମ ସହିତ ପୁଣିଥରେ ନିର୍ମାଣ କରନ୍ତୁ।
libStorageMgmt API ସହିତ ସଂରକ୍ଷଣ ଆରେ ପରିଚାଳନା
Red Hat Enterprise Linux 7.1 ସହିତ, ସଂରକ୍ଷଣ ଆରେ ପରିଚାଳନାକୁ libStorageMgmt
ସହିତ, ଏକ ସଂରକ୍ଷଣ ଆରେ ସ୍ୱାଧିନ API, କୁ ସମ୍ପୂର୍ଣ୍ଣ ଭାବରେ ସହାୟତା କରାଯାଇଥାଏ। ପ୍ରଦତ୍ତ API ଟି ସ୍ଥିର, ସ୍ଥାୟୀ, ଏବଂବିକାଶକାରୀମାନଙ୍କୁ ପ୍ରଗ୍ରାମ ଅନୁସାରେ ବିଭିନ୍ନ ସଂରକ୍ଷଣ ଆରେକୁ ପରିଚାଳନା କରିବା ପାଇଁ ସୁବିଧା ପ୍ରଦାନ କରିଥାଏ ଏବଂ ହାର୍ଡୱେର ଦ୍ୱାରା ପ୍ରଦତ୍ତ ବିଶେଷତାକୁ ଉପଯୋଗ କରିଥାଏ। ତନ୍ତ୍ର ପ୍ରଶାସକମାନେ ମଧ୍ଯlibStorageMgmt
କୁ ହସ୍ତକୃତ ସଂରକ୍ଷଣ ଏବଂ ସ୍ୱୟଂଚାଳିତ ସଂରକ୍ଷଣକୁ ଅନ୍ତର୍ଭୁକ୍ତ ନିର୍ଦ୍ଦେଶ ଧାରାରେ ବିନ୍ୟାସ କରିପାରିବେ। ଦୟାକରି ମନେରଖନ୍ତୁ ଯେ Targetd
ପ୍ଲଗଇନ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ ଏବଂ ପରୀକ୍ଷାମୂଳକ ଭାବରେ ରହିଥାଏ।
NetApp ଫିଲର (ontap 7-ଧାରା)
Nexenta (କେବଳ nstor 3.1.x)
SMI-S, ନିମ୍ନଲିଖିତ ବିକ୍ରେତା ପାଇଁ:
LSI Syncro ପାଇଁ ସହାୟତା
Red Hat Enterprise Linux 7.1
megaraid_sas
ଡ୍ରାଇଭରରେ LSI Syncro CS ଉଚ୍ଚ ଉପଲବ୍ଧତା ସଂରକ୍ଷଣକୁ ସକ୍ରିୟ କରିବା ପାଇଁ ସଂକେତ ରଖିଥାଏ (HA-DAS) ଏଡପଟର। ଯେତେବେଳେ
megaraid_sas
ଡ୍ରାଇଭର ପୂର୍ବରୁ ସକ୍ରିୟ ଥିବା ଏଡ଼ପଟରଗୁଡ଼ିକ ପାଇଁ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ ହୋଇଥାଏ, ସେତେବେଳେ Syncro CS ପାଇଁ ସେହି ଡ୍ରାଇଭରଗୁଡ଼ିକର ବ୍ୟବହାରକୁ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ କରାଯାଇଥାଏ। ଏହି ଏଡ଼ପଟରଗୁଡ଼ିକ ପାଇଁ ସହାୟତାକୁ ସିଧାସଳଖ ଭାବରେ LSI ଦ୍ୱାରା ଦିଆଯାଇଥାଏ, ଆପଣଙ୍କର ତନ୍ତ୍ର ସଂଯୋଜକ, କିମ୍ବା ତନ୍ତ୍ର ବିକ୍ରେତା।Syncro CS କୁ Red Hat Enterprise Linux 7.1 ଉପରେ ନିୟୋଜନ କରୁଥିବା ବ୍ୟବହାରକାରୀମାନେ ମତାମତ ଦେବା ପାଇଁ Red Hat ଏବଂ LSI ରେ ପ୍ରତ୍ସାହିତ ହୋଇଥାନ୍ତି। LSI Syncro CS ସମାଧାନ ବିଷୟରେ ଅଧିକ ତଥ୍ୟ ପାଇଁ, ଦୟାକରି
http://www.lsi.com/products/shared-das/pages/default.aspx.
କୁ ପରିଦର୍ଶନ କରନ୍ତୁ।
LVM ପ୍ରୟୋଗ ପ୍ରଗାମିଙ୍ଗ ଅନ୍ତରାପୃଷ୍ଠ
Red Hat Enterprise Linux 7.1 ନୂତନ LVM ପ୍ରୟୋଗ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ (API) କୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେଦର୍ଶାଇଥାଏ। ଏହି API କୁ LVM ବିଷୟରେ କିଛି ବିଷୟକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଇଥାଏ।
ଅଧିକ ସୂଚନା ପାଇଁ lvm2app.h
ଶୀର୍ଷକ ଫାଇଲକୁ ଅନୁସରଣ କରନ୍ତୁ।
DIF/DIX ସହାୟତା
DIF/DIX ବର୍ତ୍ତମାନ Red Hat Enterprise Linux 7.1 ର SCSI ମାନକରେ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗ କରାଯାଇଛି। DIF/DIX ସାଧାରଣ ଭାବରେ ବ୍ୟବହୃତ 512-ବାଇଟ ଡିସ୍କ ବ୍ଲକରେ ବ୍ୟବହୃତ 512 ରୁ 520 ବାଇଟକୁ ବଢ଼ାଯାଇଛି,ତଥ୍ୟ ସମିଶ୍ରଣ ସ୍ଥାନ (DIF) ରେ ଯୋଗ କରି। DIF ଯାଞ୍ଚ ସମଷ୍ଟି ମୂଲ୍ୟକୁ ତଥ୍ୟ ବ୍ଲକରେ ସଂରକ୍ଷଣ କରିଥାଏ, ଯାହାକି ହୋଷ୍ଟ ବସ ଏଡ଼ପଟର (HBA)ଦ୍ୱାରା ହିସାବ କରାଯାଇଥାଏ। ସେହି ସଂରକ୍ଷଣ ଉପକରଣ ତାପରେ ଗ୍ରାହକ ପାଖରେ ଯାଞ୍ଚ ହୋଇଥାଏ, ଏବଂ ଉଭୟ ତଥ୍ୟ ଏବଂ ଯାଞ୍ଚ ସମଷ୍ଟିକୁ ସଂରକ୍ଷଣ କରିଥାଏ। ଏହାର ଓଲଟା ଭାବରେ, ଯେତେବେଳେ ପଢ଼ାଯାଏ, ସେତେବେଳେ ଯାଞ୍ଚ ସମଷ୍ଟିକୁ ସଂରକ୍ଷଣ ଉପକରଣ ଦ୍ୱାରା, ଏବଂ ଗ୍ରାହକ HBA ଦ୍ୱାରା ଯାଞ୍ଚ କରାଯାଇଥାଏ।
ଉନ୍ନତ ଉପକରଣ ମେଳକ ଏକାଧିକ ପଥ ବାକ୍ୟବିନ୍ୟାସ ତୃଟି ଯାଞ୍ଚ ଏବଂ ଫଳାଫଳ
device-mapper-multipath
ସାଧନକୁ multipath.conf
ଫାଇଲକୁ ଅଧିକ ବିଶ୍ୱସ୍ତ କରିବା ପାଇଁ ଉନ୍ନତ କରାଯାଇଛି। ଫଳସ୍ୱରୂପ, ଯଦି multipath.conf
କୌଣସି ଧାଡ଼ିଗୁଡ଼ିକୁ ଧାରଣ କରିଥାଏ ଯାହାକୁ ବିଶ୍ଳେଷଣ କରାଯାଇପାରିବ, ଭୁଲ ବିଶ୍ଳେଷଣ ପାଇଁ device-mapper-multipath
ତୃଟି ଖବର କରିଥାଏ ଏବଂ ଏହି ଧାଡ଼ିଗୁଡ଼ିକୁ ଅଗ୍ରାହ୍ୟ କରିଥାଏ।
ଏହା ସହିତ, ନିମ୍ନଲିଖିତ ୱାଇଲ୍ଡକାର୍ଡ ଅଭିବ୍ୟକ୍ତିଗୁଡ଼ିକୁ
multipathd show paths format
ନିର୍ଦ୍ଦେଶ ପାଇଁ ଯୋଗ କରାଯାଇଥାଏ:
ବର୍ତ୍ତମାନ, ଏକାଧିକ ପଥକୁ ନିର୍ଦ୍ଦିଷ୍ଟ ଫାଇବର ଚ୍ୟାନେଲ ହୋଷ୍ଟ, ଲକ୍ଷ୍ଯସ୍ଥଳ, ଏବଂ ସେଗୁଡ଼ିକର ପୋର୍ଟଗୁଡ଼ିକ ପାଇଁ ମିଶ୍ରଣ କରିବା ସହଜମୟ ହୋଇଛି, ଯାହାକି ବ୍ୟବହାରକାରୀଙ୍କୁ ସେମାନଙ୍କର ସଂରକ୍ଷଣ ବିନ୍ୟାସକୁ ଅଧିକ ପ୍ରଭାବଶାଳୀ ଭାବରେ ପରିଚାଳନା କରିବା ପାଇଁ ଅନୁମତି ଦେଇଥାଏ।
Btrfs ଫାଇଲ ତନ୍ତ୍ର ପାଇଁ ସହାୟତା
Btrfs
(B-Tree) ଫାଇଲତନ୍ତ୍ରକୁ ପ୍ରଯୁକ୍ତିଜ୍ଞାନପ୍ରାକଦର୍ଶନ ଭାବରେ Red Hat Enterprise Linux 7.1 ରେ ସହାୟତା ଦିଆଯାଇଥାଏ। ଏହି ଫାଇଲତନ୍ତ୍ର ଉନ୍ନତ ଧରଣର ପରିଚାଳନା, ଭରଷା ପ୍ରଦାନ କରିଥାଏ। ଏହାବ୍ୟବହାରକାରୀଙ୍କୁ ଆଶୁଚିତ୍ର ନିର୍ମାଣ କରିବା ପାଇଁ ସକ୍ରିୟ କରିଥାଏ, ଏହା ସଙ୍କୋଚନ ଏବଂ ଅଖଣ୍ଡ ଉପକରଣ ପରିଚାଳନାକୁ ସକ୍ରିୟ କରିଥାଏ।
ସମାନ୍ତରାଳ NFS ର ସହାୟତା
ସମାନ୍ତରାଳ NFS (pNFS) ଟି NFS v4.1 ମାନକର ଅଂଶ ଅଟେ ଯାହାକି କ୍ଲାଏଣ୍ଟମାନଙ୍କୁ ସଂରକ୍ଷଣ ଉପକରଣଗୁଡ଼ିକୁ ସିଧାସଳଖ ଭାବରେ ଅଭିଗମ୍ୟ କରିବା ପାଇଁ ଅନୁମତି ଦେଇଥାଏ। pNFS ସଂରଚନା ମାପନୀୟତା ଏବଂ କାର୍ୟ୍ୟଦକ୍ଷତାକୁ NFS ସର୍ଭରରେ ଅନେକ ସାଧାରଣ କାମରେ ଉନ୍ନତ କରିଥାଏ।
pNFS ତିନୋଟି ଭିନ୍ନ ସଂରକ୍ଷଣ ପ୍ରଟୋକଲ କିମ୍ବା ବିନ୍ୟାସକୁ ବ୍ୟାଖ୍ୟା କରିଥାଏ: ଫାଇଲ, ବସ୍ତୁ ଏବଂ ବ୍ଲକ। Red Hat Enterprise Linux 7.1 କ୍ଲାଏଣ୍ଟ ସମ୍ପୂର୍ଣ୍ଣ ଭାବରେ ଫାଇଲ ବିନ୍ୟାସକୁ ସହାୟତା କରିଥାଏ, ଏବଂ ବ୍ଲକ ଏବଂ ବସ୍ତୁ ବିନ୍ୟାସଗୁଡ଼ିକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ଦିଆଯାଇଥାଏ।
Red Hat ସହକର୍ମୀ ଏବଂ ମୁକ୍ତ ଉତ୍ସ ପ୍ରକଳ୍ପଗୁଡ଼ିକ ସହିତ ନୂତନ pNFS ସଂରଚନା ପ୍ରକାରଗୁଡ଼ିକରେ କାମ କରିଥାଏ।
Ceph ବ୍ଲକ ଉପକରଣଗୁଡ଼ିକ ପାଇଁ ସହାୟତା
libceph.ko
ଏବଂ rbd.ko
ମଡ୍ୟୁଲଗୁଡ଼ିକୁ Red Hat Enterprise Linux 7.1 କର୍ଣ୍ଣଲରେ ଯୋଗକରାଯାଇଛି। ଏହି RBD କର୍ଣ୍ଣଲମଡ୍ୟୁଲଗୁଡ଼ିକ Linux ହୋଷ୍ଟକୁ Ceph ବ୍ଲକ ଉପକରଣକୁ ନିୟମିତ ଡିସ୍କ ଉପକରଣ ଭାବରେ ଦେଖିବା ପାଇଁ ଅନୁମତି ଦେଇଥାଏ, ଯାହାକୁ ଏକ ଡିରେକ୍ଟୋରୀରେ ସ୍ଥାପନ କରିହେବ ଏବଂ ମାନ୍ୟତାପ୍ରାପ୍ତ ଫାଇଲତନ୍ତ୍ର ଭାବରେ ସଜାଡ଼ି ହେବ, ଯେପରିକି XFS
କିମ୍ବା ext4
.
ମନେରଖନ୍ତୁ ଯେ CephFS ମଡ୍ୟୁଲ, ceph.ko
, ବର୍ତ୍ତମାନ Red Hat Enterprise Linux 7.1 ରେ ସହାୟତା ପ୍ରାପ୍ତ ନୁହଁ।
ପ୍ରଚଳିତ MCL ଅଦ୍ୟତନଗୁଡ଼ିକ
ମାଇକ୍ରୋକଡ ସ୍ତର ଉନ୍ନୟନ (MCL) ଗୁଡ଼ିକୁ Red Hat Enterprise Linux 7.1 ରେ IBM System z ସଂରଚନା ଉପରେ ସକ୍ରିୟ କରାଯାଇଛି। ଏହି ଉନ୍ନୟନଗୁଡ଼ିକୁ I/O କାର୍ଯ୍ୟ ଉପରେ ପ୍ରଭାବ ନପକାଇ ଫ୍ଲାସ ସଂରକ୍ଷଣ ମେଡିଆ ପାଇଁ ପ୍ରୟୋଗ କରିହେବ ଏବଂ ବ୍ୟବହାରକାରୀଙ୍କୁ ପରିବର୍ତ୍ତିତ ଫ୍ଲାସ ହାର୍ଡୱେର ସର୍ଭିସ ସ୍ତର ବିଷୟରେ ଅବଗତ କରାଇଥାଏ।
ଅସ୍ଥାୟୀ କର୍ଣ୍ଣଲ ପ୍ୟାଚ
Red Hat Enterprise Linux 7.1 kpatch କୁ, ଏକ ଅସ୍ଥାୟୀ "କର୍ଣ୍ଣଲ ପ୍ୟାଚ ସାଧନ", ପ୍ରଯୁକ୍ତି ବିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। kpatch ବ୍ୟବହାରକାରୀମାନଙ୍କୁ ବାଇନାରୀ କର୍ଣ୍ଣଲ ପ୍ୟାଚଗୁଡ଼ିକୁ ଅନୁମତି ଦେଇଥାଏ ଯାହାକୁ ବିନା ରିବୁଟରେ ଅସ୍ଥାୟୀ ଭାବରେ ବ୍ୟବହାର କରାଯାଇଥାଏ। ମନେରଖନ୍ତୁ ଯେ kpatch ଟି କେବଳ AMD64 ଏବଂ Intel 64 ସଂରଚନାରେ ସହାୟତା ପ୍ରାପ୍ତ।
1 CPU ରୁ ଅଧିକ କ୍ରାସକର୍ଣ୍ଣଲ
Red Hat Enterprise Linux 7.1 କ୍ରାସକର୍ଣ୍ଣଲ ବୁଟିଙ୍ଗକୁ ଗୋଟିଏରୁ ଅଧିକ CPU ସହିତ ସକ୍ରିୟ କରିଥାଏ। ଏହି କାର୍ଯ୍ୟଟିକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ପ୍ରାପ୍ତ।
dm-era ଲକ୍ଷ୍ଯସ୍ଥଳ
Red Hat Enterprise Linux 7.1 dm-era device-mapper ଲକ୍ଷ୍ଯକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। dm-era ଟି କେଉଁ ବ୍ଲକଗୁଡ଼ିକୁ ବ୍ୟବହାରକାରୀ ଦ୍ୱାରା ବ୍ୟାଖ୍ୟା ହୋଇଥିବା ଅବଧି "era" ମଧ୍ୟରେ ଲେଖାଯାଇଥାଏ ତାହା ଉପରେ ନଜର ଦେଇଥାଏ। ପ୍ରତ୍ୟେକ era ଲକ୍ଷ୍ଯ ସ୍ଥିତି ପ୍ରଚଳିତ era କୁ କ୍ରମବର୍ଦ୍ଧିଷ୍ଣୁ 32-ବିଟ ହିସାବରେ ପରିଚାଳିତ କରିଥାଏ। ଏହି ଲକ୍ଷ୍ଯସ୍ଥଳ ଶେଷ ନକଲ ସଂରକ୍ଷଣ ଠାରୁ କେଉଁ ବ୍ଲକଗୁଡ଼ିକୁ ପରିବର୍ତ୍ତନ କରାଯିବ ତାହା ପାଇଁ ସଫ୍ଟୱେର ନକଲ ସଂରକ୍ଷଣକୁ ସକ୍ରିୟ କରିଥାଏ। ଏହା ମଧ୍ଯ କ୍ୟାଶେର ବିଷୟବସ୍ତୁଗୁଡ଼ିକର ଆଂଶିକ ବୈଧିକୃତ ପାଇଁ ପଛକୁ ଫେରିଥାଏ। dm-era ଲକ୍ଷ୍ଯସ୍ଥଳ ପ୍ରାଥମିକ ଭାବରେ dm-cache ଲକ୍ଷ୍ଯସ୍ଥଳ ସହିତ ଯୁଗଳ ହେବା ପାଇଁ ଆଶାକରିଥାଏ।
Cisco VIC କର୍ଣ୍ଣଲ ଡ୍ରାଇଭର
Cisco VIC ଇନଫିବ୍ୟାଣ୍ଡ ଡ୍ରାଇଭର ଅଦ୍ୟତନକୁ Red Hat Enterprise Linux 7.1 ରେ ପରୀକ୍ଷାମୂଳକ ଭାବରେ ଦିଆଯାଇଛି। ଏହି ଡ୍ରାଇଭର ସୁଦୂର ଡିରେକ୍ଟୋରୀ ସ୍ମୃତିସ୍ଥାନ ଅଭିଗମ୍ୟତା (RDMA)-ସଦୃଶ ସେମାଣ୍ଟିକକୁ Cisco ସଂରଚନାରେ ବ୍ୟବହାର କରିଥାଏ।
hwrng ରେ ଉନ୍ନତ ଏଣ୍ଟ୍ରୋପି ପରିଚାଳନା
Linux ଅତିଥିମାନଙ୍କ ପାଇଁ ଆଂଶିକ ହାର୍ଡୱେର RNG (hwrng) ସହାୟତାକୁ virtio-rng ମାଧ୍ଯମରେ Red Hat Enterprise Linux 7.1ରେ ଉନ୍ନତତର କରାଯାଇଛି। ପୂର୍ବରୁ, rngd
ଡେମନକୁ ଅତିଥି ଭିତରେ ଆରମ୍ଭ କରିବା ଆବଶ୍ୟକ ହୋଇଥାଏ ଏବଂଅତିଥି କର୍ଣ୍ଣଲର ଏଣ୍ଟ୍ରୋପି ପୁଲରେ ଦର୍ଶାଯାଇଥାଏ। Red Hat Enterprise Linux 7.1 ରୁ ଆରମ୍ଭ କରି, ହସ୍ତକୃତ ପଦକ୍ଷେପଗୁଡ଼ିକୁ ବାହାର କରାଯାଇଥାଏ। ଏକ ନୂତନ khwrngd
ଥ୍ରେଡ ଏଣ୍ଟ୍ରୋପିକୁ virtio-rng
ଉପକରଣରୁ ଆଣିଥାଏ, ଯଦି ଅତିଥି ଏଣ୍ଟ୍ରୋପି ଏକ ନିର୍ଦ୍ଦିଷ୍ଟ ସ୍ତରରୁ ତଳେ ଥାଏ। ଏହି ପଦ୍ଧତିକୁ ସ୍ପଷ୍ଟ କରିବା ପାଇଁ ସମସ୍ତ Red Hat Enterprise Linux ଅତିଥିମାନଙ୍କୁ ଉନ୍ନତ ସୁରକ୍ଷା ଲାଭ ପ୍ରଦାନ କରିବା ପାଇଁ KVM ହୋଷ୍ଟଗୁଡ଼ିକରେ ପ୍ରଦତ୍ତ ଆଂଶିକ ଆଭାସୀ ହାର୍ଡୱେର RNG ରେ ଦିଆଯାଇଥାଏ।
ଯୋଜନାକାରୀ ଭାର ସନ୍ତୁଳନ କାର୍ଯ୍ୟଦକ୍ଷତା ଉନ୍ନତି
ପୂର୍ବରୁ, ଯୋଜନାକାରୀ କାର୍ଯ୍ୟଭାର ସନ୍ତୁଳନ ସଂକେତ ସମସ୍ତ ନିଷ୍କ୍ରିୟ CPU ଗୁଡ଼ିକ ପାଇଁ ସନ୍ତୁଳିତ ଥାଏ।Red Hat Enterprise Linux 7.1 ରେ, ନିଷ୍କ୍ରିୟ ଭାର ସନ୍ତୁଳନକୁ ନିଷ୍କ୍ରିୟ CPU ରେ ସମ୍ପୂର୍ଣ୍ଣ କରାଯାଇଥାଏ ଯେତେବେଳେCPU ଭାର ସନ୍ତୁଳନ ପାଇଁ ବ୍ୟବହାର କରାଯାଇଥାଏ। ଏହି ନୂତନ ଆଚରଣ ଭାର ସନ୍ତୁଳନ ହାରକୁ ନିଷ୍କ୍ରିୟ ନଥିବା CPU ଗୁଡ଼ିକରେ ଆବଶ୍ଯକ ହୋଇଥାଏ ଏବଂ ତେଣୁ ଯୋଜନାକାରୀ ଦ୍ୱାରା ସମ୍ପନ୍ନ ଅନାବଶ୍ୟକ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯାଇଥାଏ, ଯାହାକି ଏହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ।
ଯୋଜନାକାରୀରେ ଉନ୍ନତ newidle ସନ୍ତୁଳନ
newidle
ସନ୍ତୁଳନ ସଂକେତରେ କାର୍ଯ୍ୟ ସନ୍ଧାନକୁ ଅଟକାଇବା ପାଇଁ ଯୋଜନାକାରୀର ଆଚରଣକୁ ପରିବର୍ତ୍ତନ କରାଯାଇଛି ଯଦି ସେଠାରେ ଚାଲୁଥିବା କୌଣସି କାର୍ଯ୍ୟ ଥାଏ, ଯାହାକି ଉତ୍ତମ କାର୍ଯ୍ୟଦକ୍ଷତାକୁ ଦର୍ଶାଇଥାଏ।
ବୃହତ TLB ସହାୟତାକୁ ନୋଡ ବିଶେଷରେ 1GB ବଡ଼ ପୃଷ୍ଠା ବଣ୍ଟନ
Red Hat Enterprise Linux 7.1 କୁ ଗିଗାଣ୍ଟିକ ପୃଷ୍ଠା ବଣ୍ଟନ ପାଇଁ ସହାୟତା ଯୋଗ କରିଥାଏ, ଯାହାକି 1GB hugetlbfs
ବିଶିଷ୍ଟ ବ୍ୟବହାରକାରୀକୁ ଉଲ୍ଲେଖ କରିଥାଏ ଯାହାକି Non-Uniform Memory Access (NUMA) ନୋଡରେ1GB ବଣ୍ଟିତ ହୋଇଥାଏ।
ନୂତନ MCS-ଆଧାରିତ ଲକିଙ୍ଗ କୌଶଳ
Red Hat Enterprise Linux 7.1 ନୂତନ ଲକିଙ୍ଗ କୌଶଳ, MCS ଲକ ଆରମ୍ଭ କରିଥାଏ।ଏହି ନୂତନ ଲକିଙ୍ଗ କୌଶଳ ବିଶେଷ ଭାବରେ spinlock
କୁ ବଡ଼ ତନ୍ତ୍ରରେ କମ କରିଥାଏ, ଯାହାକି spinlocks
ରେ ସାଧାରଣତଃ Red Hat Enterprise Linux 7.1 ରେ ଅଧିକ ପ୍ରଭାବଶାଳୀ କରିଥାଏ।
ପଦ୍ଧତି କ୍ରମର ଆକାର 8KB ରୁ 16KB କୁ ବଢ଼ିଥାଏ
Red Hat Enterprise Linux 7.1 ରୁ ଆରମ୍ଭ କରି, କର୍ଣ୍ଣଲ ପଦ୍ଧତି କ୍ରମ ଆକାର ବଡ଼ କାର୍ଯ୍ୟଗୁଡ଼ିକୁ ସହାୟତା ଦେବା ପାଇଁ 8KB ରୁ 16KB କୁ ବଢ଼ିଥାଏ।
uprobe ଏବଂ uretprobe ବିଶେଷତାଗୁଡ଼ିକୁ perf and systemtap ରେ ସକ୍ରିୟ କରାଯାଇଥାଏ
Red Hat Enterprise Linux 7.1 ସହିତ, uprobe
ଏବଂ uretprobe
ବିଶେଷତା ସଠିକ ଭାବରେ perf
ନିର୍ଦ୍ଦେଶ ଏବଂ systemtap
ସ୍କ୍ରିପ୍ଟ ସହିତ କାମ କରିଥାଏ।
ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ଯାଞ୍ଚ
IBM System z ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ଯାଞ୍ଚ Red Hat Enterprise Linux 7.1 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହା ତଥ୍ୟ ଅଖଣ୍ଡତାକୁ ଉନ୍ନତ କରିଥାଏ ଏବଂ ତଥ୍ୟ ନଷ୍ଟକୁ କମ କରି ଅଧିକ ପ୍ରଭାବଶାଳୀ କରିଥାଏ।
32-ବିଟ ତନ୍ତ୍ରଗୁଡ଼ିକ ଉପରେ DRBG
Red Hat Enterprise Linux 7.1 ସହିତ, ନିର୍ଦ୍ଧାରିତ ଇଚ୍ଛାମୁତାବକ ବିଟ ସୃଷ୍ଟିକର୍ତ୍ତାକୁ (DRBG) 32-ବିଟ ତନ୍ତ୍ରଗୁଡ଼ିକ ସହିତ କାମ କରିବା ପାଇଁ ଅଦ୍ୟତନ କରାଯାଇଛି।
ବଡ଼ କ୍ରାସ କର୍ଣ୍ଣଲ ଆକାରଗୁଡ଼ିକ ପାଇଁ ସହାୟତା
Kdump କର୍ଣ୍ଣଲ ନଷ୍ଟ ଡମ୍ପିଙ୍ଗ କୌଶଳ ତନ୍ତ୍ରଗୁଡ଼ିକ ଉପରେ ବଡ଼ ଧରଣର (4TB ରୁ ଅଧିକ) ସ୍ମୃତିସ୍ଥାନ ସହିତ ସମ୍ପୂର୍ଣ୍ଣ ଭାବରେ Red Hat Enterprise Linux 7.1 ରେ ସହାୟତା ପ୍ରାପ୍ତ।
KVM ରେ ବର୍ଦ୍ଧିତ ସର୍ବାଧିକ ସଂଖ୍ୟକ vCPUs
KVM ଅତିଥିରେ ସର୍ବାଧିକ ସଂଖ୍ୟକ ସହାୟତା ପ୍ରାପ୍ତ ଆଭାସୀ CPUs (vCPUs) କୁ 240 କୁ ବୃଦ୍ଧି କରାଯାଇଛି। ଏହା ଆଭାସୀ ସଞ୍ଚାଳନ ଏକକ ପରିମାଣକୁ ବଢ଼ାଇଥାଏ ଯାହାକି ବ୍ୟବହାରକାରୀ ଅତିଥିକୁ ନ୍ୟସ୍ତ କରିପାରିବ, ଏବଂ ତେଣୁ ତାହାର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିଥାଏ।
QEMU, KVM, ଏବଂ libvirt APIରେ 5ମ ପୀଢ଼ୀର Intel Core ନୂତନ ନିର୍ଦ୍ଦେଶ ସହାୟତା
Red Hat Enterprise Linux 7.1 ସହିତ, 5ମ ପୀଢ଼ୀର Intel Core ସଞ୍ଚାଳକକୁ QEMU ହାଇପରଭାଇଜର, KVM କର୍ଣ୍ଣଲ ସଂକେତ, ଏବଂlibvirt
API ରେ ଯୋଡ଼ାଯାଇଛି। ଏହା KVM ଅତିଥିମାନଙ୍କୁ ନିମ୍ନଲିଖିତ ନିର୍ଦ୍ଦେଶ ଏବଂ ବିଶେଷତଗୁଡ଼ିକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଥାଏ: ADCX, ADOX, RDSFEED, PREFETCHW, ଏବଂ ପ୍ରତିନିଧି ଧାରା ଅଭିଗମ୍ୟତା ପ୍ରତିରୋଧ (SMAP).
KVM ଅତିଥିମାନଙ୍କ ପାଇଁ USB 3.0 ସହାୟତା
Red Hat Enterprise Linux 7.1 ଉନ୍ନତ USB ସହାୟତାକୁ USB 3.0 ହୋଷ୍ଟଏଡ଼ପଟର (xHCI) ଏମ୍ୟୁଲେସନ ବ୍ୟବହାର କରି ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦର୍ଶାଇଥାଏ।
dump-guest-memory ନିର୍ଦ୍ଦେଶ ପାଇଁ ସଙ୍କୋଚନ
Red Hat Enterprise Linux 7.1 ସହିତ, dump-guest-memory
ନିର୍ଦ୍ଦେଶ ସହାୟତା କ୍ରାସ ଡମ୍ପ ସଙ୍କୋଚନକୁ ସହାୟତା କରିଥାଏ। ଏହା ଯେଉଁ ବ୍ୟବହାରକାରୀମାନେ virsh dump
ନିର୍ଦ୍ଦେଶକୁ ବ୍ୟବହାର କରିପାରୁ ନାହାନ୍ତି ସେମାନଙ୍କ ପାଇଁ କମ ହାର୍ଡ ଡ୍ରାଇଭ ଆବଶ୍ୟକ କରାଇବା ପାଇଁ ସମ୍ଭବ କରାଇଥାଏ। ଏହା ସହିତ, ଏକ ସଙ୍କୋଚିତ ଅତିଥିକୁ ସଂରକ୍ଷଣ କରିବା ଫଳରେ ତାହା ଅପେକ୍ଷାକୃତ କମ ସମୟ ନେଇଥାଏ।
ମୁକ୍ତ ଆଭାସୀ ମେସିନ ଫର୍ମୱେର
ମୁକ୍ତ ଆଭାସୀ ମେସିନ ଫର୍ମୱେର (OVMF) ଟି ପରୀକ୍ଷାମୂଳକ ଭାବରେ Red Hat Enterprise Linux 7.1 ରେ ଉପଲବ୍ଧ। OVMF ଟି ହେଉଛି AMD64 ଏବଂ Intel 64 ଅତିଥିମାନଙ୍କ ପାଇଁ UEFI ସୁରକ୍ଷିତ ବୁଟ ପରିବେଶ।
Hyper-V ଉପରେ ଉନ୍ନତ ନେଟୱର୍କ କାର୍ଯ୍ୟଦକ୍ଷତା
Hyper-V ନେଟୱର୍କ ଡ୍ରାଇଭରର ଅନେକ ନୂତନ ବିଶେଷତାଗୁଡ଼ିକ ନେଟୱର୍କ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ସହାୟତା ପ୍ରାପ୍ତ। ଉଦାହରଣ ସ୍ୱରୂପ, ଗ୍ରହଣ ପାର୍ଶ୍ୱ ମାପନିୟତା, ବଡ଼ କାର୍ଯ୍ୟଭାର ପଠାଇବା, Scatter/Gather I/O ବର୍ତ୍ତମାନ ସହାୟତା ପ୍ରାପ୍ତ, ଏବଂ ନେଟୱର୍କ ଥ୍ରୋପୁଟକୁ ବୃଦ୍ଧି କରାଯାଇଥାଏ।
hyperv-daemons ରେ hypervfcopyd
hypervfcopyd
ଡେମନକୁ hyperv-daemons ପ୍ୟାକେଜଗୁଡ଼ିକରେ ଯୋଡ଼ାଯାଇଛି। hypervfcopyd
ଟି ହେଉଛି ଫାଇଲ ନକଲ ସର୍ଭିସ ପାଇଁ Linux ଅତିଥିରେ Hyper-V 2012 R2 ହୋଷ୍ଟ ପାଇଁ ନିୟୋଜନ କରାଯାଇଥାଏ। ଏହାହୋଷ୍ଟକୁ ଫାଇଲ ନକଲ କରିବା ପାଇଁ ସକ୍ରିୟ କରିଥାଏ (VMBUS ଉପରେ) Linux ଅତିଥି ପାଇଁ।
libguestfs ରେ ନୂତନ ବିଶେଷତା
Red Hat Enterprise Linux 7.1 କିଛି ନୂତନ ବିଶେଷତାକୁ libguestfs
ରେ ଆରମ୍ଭ କରିଥାଏ, ଆଭାସୀ ମେସିନ ଡିସ୍କ ଉପଯୋଗିତାକୁ ପରିବର୍ତ୍ତନ କରିବା ପାଇଁ ସାଧନଗୁଡ଼ିକର ଏକ ସେଟ।
ନୂତନ ସାଧନଗୁଡ଼ିକ
virt-customize
— ଆଭାସୀ ମେସିନ ଡିସ୍କ ପ୍ରତିଛବିଗୁଡ଼ିକୁ ଇଚ୍ଛାମୁତାବକ କରିବାର ଏକ ନୂତନ ସାଧନ। virt-customize କୁ ପ୍ୟାକେଜ ସ୍ଥାପନ, ବିନ୍ୟାସ ଫାଇଲ ସମ୍ପାଦନ, ସ୍କ୍ରିପ୍ଟ ଚଲାଇବା, ଏବଂ ପ୍ରବେଶ ସଂକେତ ସେଟ କରିବା ପାଇଁ ବ୍ୟବହାର କରନ୍ତୁ।
virt-v2v
— ଟି ହେଉଛି ବାହାର ହାଇପରଭାଇଜର ପାଖରୁ ଅତିଥିମାନଙ୍କୁ KVM ଉପରେ ଚଲାଇବା ପାଇଁ ଏକ ସାଧନ, ଯାହାକି libvirt, OpenStack, oVirt, Red Hat Enterprise Virtualization (RHEV), ଏବଂ ଅନ୍ୟ ପ୍ରକାରର ଲକ୍ଷ୍ଯସ୍ଥଳ ଦ୍ୱାରା ପରିଚାଳିତ। ବର୍ତ୍ତମାନ, virt-v2v Red Hat Enterprise Linux ଏବଂ Xen ଏବଂ VMware ESX ରେ ଚାଲୁଥିବା Windows ଅତିଥିମାନଙ୍କୁ ପରିବର୍ତ୍ତନ କରିପାରିବ।
virtio-blk-data-plane କୁ ବ୍ୟବହାର କରି ଉନ୍ନତ ବ୍ଲକ I/O କାର୍ଯ୍ୟଦକ୍ଷତା
virtio-blk-data-plane
I/O ଆଭାସୀକରଣ କାର୍ଯ୍ୟକଳାପଟି Red Hat Enterprise Linux 7.1 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହି କାର୍ଯ୍ୟଟି QEMU କୁ ଡିସ୍କ I/O କୁ କାର୍ଯ୍ୟକାରୀ କରିବା ପାଇଁ ଏକ ପ୍ରଯୁଜ୍ୟ ଥ୍ରେଡରେ ଅନୁଲମ୍ବିତ କରିଥାଏ ଯାହାକି I/O କାର୍ଯ୍ୟଦକ୍ଷତାକୁ ଫଳପ୍ରଦ କରିଥାଏ।
ଫ୍ଲାଇଟ ରେକଡର ଟ୍ରେସିଙ୍ଗ
SystemTap
-ଆଧାରିତ ଅନୁସରଣକାରୀକୁ Red Hat Enterprise Linux 7.1 ରେ ଆରମ୍ଭ କରାଯାଇଛି। SystemTap
-ଆଦାରିତ ଅନୁସରଣକାରୀ ବ୍ୟବହାରକାରୀମାନଙ୍କୁ ଅତିଥି ମେସିନ ଚାଲିଥିବା ପର୍ଯ୍ୟନ୍ତ ସ୍ୱୟଂଚାଳିତ ଭାବରେ qemu-kvm ତଥ୍ଯ ଧାରଣ କରିବା ପାଇଁ ସହାୟତା କରିଥାଏ । ଏହା qemu-kvm ସମସ୍ୟାଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ଏକ ଅତିରିକ୍ତ ସୁଯୋଗ ପ୍ରଦାନ କରିଥାଏ, ଏହା qemu-kvm କୋର ଡମ୍ପ ଠାରୁ ଅଧିକ ସୁବିଧାଜନକ।
NUMA ନୋଡ ସ୍ମୃତିସ୍ଥାନ ବଣ୍ଟନ ନିୟନ୍ତ୍ରଣ
<memnode>
କୁ libvirt
ର XML ବିନ୍ୟାସ ପାଇଁ <numatune>
ସେଟିଙ୍ଗରେଯୋଗ କରାଯାଇଛି। ଏହା ବ୍ୟବହାରକାରୀମାନଙ୍କ ପାଇଁ ସ୍ମୃତିସ୍ଥାନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଅତିଥି ପ୍ରଚାଳନ ତନ୍ତ୍ରର Non-Uniform Memory Access (NUMA) ନୋଡ ପାଇଁ, ଯାହାକି qemu-kvm ରେ କାର୍ଯ୍ୟଦକ୍ଷତା ଉନ୍ନତି କରିବା ପାଇଁ ଅନୁମତି ଦେଇଥାଏ।
Corosync ପାଇଁ ଅସ୍ଥାୟା ଟକେନ ସମୟ ସମାପ୍ତି
token_coefficient
ବିକଳ୍ପକୁ Corosync Cluster Engine
ସହିତ ଯୋଡ଼ାଯାଇଥାଏ। token_coefficient
ର ମୂଲ୍ୟକୁ କେବଳ nodelist
ବିଭାଗ ଉଲ୍ଲେଖ ହୋଇଥିଲେ ବ୍ଯବହାର କରାଯାଇଥାଏ ଏବଂ ଅତିକମରେ ତିନୋଟି ନୋଡ ଧାରଣ ହୋଇଥାଏ। ଏହି ପରିସ୍ଥିତିରେ, ଟକେନ ସମୟ ସମାପ୍ତିକୁ ନିମ୍ନଲିଖିତ ଭାବରେ ହିସାବ କରାଯାଇଥାଏ:
[token + (amount of nodes - 2)] * token_coefficient
ଏହା କ୍ଲଷ୍ଟରକୁ ହସ୍ତକୃତ ଭାବରେ ପରିବର୍ତ୍ତନ ନକରି ଟକେନ ସମୟ ସମାପ୍ତିକୁ ପ୍ରତ୍ୟେକ ଥର ନୂତନ ନୋଡରେ ଯୋଗ କରାଯାଇଥାଏ। ପୂର୍ବନିର୍ଦ୍ଧାରିତ ମୂଲ୍ୟଟି ହେଉଛି 650 ମିଲିସେକେଣ୍ଡ, କିନ୍ତୁ ଏହାକୁ 0 ଭାବରେ ସେଟ କରାଯାଇପାରିବ, ଫଳସ୍ୱରୂପ ଏହି ବିଶେଷତାର ବହିଷ୍କାର ହୋଇଥାଏ।
ଏହି ବିଶେଷତା Corosync
କୁ ଅସ୍ଥାୟୀ ଯୋଗଦାନ ଏବଂ ନୋଡ ବହିଷ୍କାରକୁ ଅନୁମତି ଦେଇଥାଏ।
Corosync ଟାଇ ବ୍ରେକର ଉନ୍ନତି
Corosync
ର auto_tie_breaker
quorum ବିଶେଷତାକୁ ଅଧିକ ସହଜମୟ ବିନ୍ୟାସ ଏବଂ ଟାଇ ବ୍ରେକର ନୋଡ ପରିବର୍ତ୍ତନ ପ୍ରଦାନ କରିବା ପାଇଁ ଉନ୍ନତ କରାଯାଇଛି। ବ୍ୟବହାରକାରୀମାନେ ବର୍ତ୍ତମାନ ନୋଡ ତାଲିକା ବାଛିପାରିବେ ଯାହା quorum କୁକ୍ଲଷ୍ଟର ପୃଥକିକରଣ ସମୟରେ ରଖିଥାଏ, ଅଥବା ସେହି quorum ଟି ନୋଡ ଦ୍ୱାରାସର୍ବନିମ୍ନ ନୋଡ ID କିମ୍ବା ID ସହିତ ରଖିବା ପାଇଁ ବାଛନ୍ତୁ।
Red Hat ଉଚ୍ଚ ଉପଲବ୍ଧତା ପାଇଁ ଉନ୍ନତି
Red Hat Enterprise Linux 7.1 ପ୍ରକାଶନ ପାଇଁ, Red Hat ଉଚ୍ଚ ଉପଲବ୍ଧତା ଏଡ଼ଅନ
ସହାୟତାକୁ ନିମ୍ନଲିଖିତ ବିଶେଷତାରେ ସହାୟତା କରିଥାଏ। ଏହି ବିଶେଷତା ବିଷୟରେ ଅଧିକ ସୂଚନା ପାଇଁ, ଉଚ୍ଚ ଉପଲବ୍ଧତା ଏଡ଼ଅନ ସନ୍ଦର୍ଭ ପୁସ୍ତକକୁ ଦେଖନ୍ତୁ।
pcs resource cleanup
ନିର୍ଦ୍ଦେଶକୁ ବର୍ତ୍ତମାନ ଉତ୍ସ ସ୍ଥିତି ଏବଂ ସମସ୍ତ ଉତ୍ସଗୁଡ଼ିକ ପାଇଁfailcount
ପୁନଃ ସେଟ କରାଯାଇପାରିବ।
ଆପଣ lifetime
ପ୍ରାଚଳକୁ pcs resource move
ନିର୍ଦ୍ଦେଶ ପାଇଁ ଉଲ୍ଲେଖ କରିପାରିବେ ଯାହାକି ଉତ୍ସ ସେହି ନିର୍ଦ୍ଦେଶ ସୃଷ୍ଟି କରିଥାଏ ଯାହାକି ପ୍ରଭାବଶାଲୀ ହେବ।
ଆପଣ pcs acl
ନିର୍ଦ୍ଦେଶକୁ ସ୍ଥାନୀୟ ବ୍ୟବହାରକାରୀଙ୍କ ପାଇଁ ACL ବ୍ୟବହାର କରି କେବଳ ପଠନୀୟ ଅଥବା କେବଳ ଲିଖନୀୟ ଅନୁମତି ସେଟ କରିବା ପାଇଁ ବ୍ୟବହାର କରିପାରିବେ।
pcs constraint
ନିର୍ଦ୍ଦେଶ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ବିକଳ୍ପଗୁଡ଼ିକୁ ସାଧାରଣ ଉତ୍ସ ବିକଳ୍ପଗୁଡ଼ିକ ପାଇଁ ସହାୟତା କରିଥାଏ।
pcs resource create
ନିର୍ଦ୍ଦେଶdisabled
ପ୍ରାଚଳକୁ ସହାୟତା କରିଥାଏ ଯାହା ଅର୍ଥ ହେଉଛି ସୃଷ୍ଟି ହୋଇଥିବା ଉତ୍ସଗୁଡ଼ିକ ସ୍ୱୟଂଚାଳିତ ଭାବରେ ଆରମ୍ଭ ହୋଇନଥାଏ।
pcs cluster quorum unblock
ନିର୍ଦ୍ଦେଶ କ୍ଲଷ୍ଟରରୁ ସମସ୍ତ ନୋଡଗୁଡ଼ିକୁ quorum ସ୍ଥାପନ କରିବାରୁ ବାରଣ କରିଥାଏ।
ଆପଣ ଉତ୍ସ ଶ୍ରେଣୀକୁ ପୂର୍ବରୁ
ଏବଂ ପରେ
ପ୍ରାଚଳଗୁଡ଼ିକ ସହିତ pcs resource create
ନିର୍ଦ୍ଦେଶ ସହିତ ବିନ୍ୟାସ କରିପାରିବେ।
ଆପଣ କ୍ଲଷ୍ଟର ସଂରଚନାକୁ ଏକ ଟାରବଲରେ ନକଲ ସଂରକ୍ଷଣ କରିପାରିବେ ଏବଂ ସେହି କ୍ଲଷ୍ଟର ସଂରଚନାକୁ ସମସ୍ତ ନୋଡଗୁଡ଼ିକ ଉପରେ ନକଲ ସଂରକ୍ଷଣ
ଏବଂ ପୁନଃସ୍ଥାପନ
ବିକଳ୍ପଗୁଡ଼ିକର pcs config
ନିର୍ଦ୍ଦେଶ ସହିତ ପୁନଃସ୍ଥାପନ କରିପାରିବେ।
ଅଧ୍ଯାୟ 8. ସଙ୍କଳକ ଏବଂ ସାଧାନମାନ
Linux ପାଇଁ System z ବାଇନାରୀ ଉପରେ ହଟ ପ୍ୟାଚ ସହାୟତା
GNU ସଙ୍କଳକ ସଂଗ୍ରହ (
GCC) System z ବାଇନାରୀ ଉପରେ Linux ପାଇଁ ଏକାଧିକ ଥ୍ରେଡ ବିଶିଷ୍ଟ ସଂକେତର ଅନଲାଇନ ପ୍ୟାଚ ପାଇଁ ସହାୟତା ପ୍ରଦାନ କରିଥାଏ।ହଟ ପ୍ୟାଚ ପାଇଁ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ବାଛିବା କାର୍ଯ୍ୟକୁ "କାର୍ଯ୍ୟ ଗୁଣଧର୍ମ" ଏବଂ ହଟ ପ୍ୟାଚ ବ୍ୟବହାର କରି ସମସ୍ତ କାର୍ଯ୍ୟ ପାଇଁ ସକ୍ରିୟ କରାଯାଇଛି ଯାହାକୁ
-mhotpatch
ନିର୍ଦ୍ଦେଶ ଧାରା ବ୍ୟବହାର କରି ସକ୍ରିୟ କରାଯାଇପାରିବ।
ହଟ ପ୍ୟାଚକୁ ସକ୍ରିୟ କରିବାଦ୍ୱାରା ତାହା ସଫ୍ଟୱେର ଆକାର ଏବଂ କାର୍ଯ୍ୟଦକ୍ଷତା ଉପରେ ଖରାପ ପ୍ରଭାବ ପକାଇଛି।ତେଣୁ ହଟ ପ୍ୟାଚ ବ୍ୟବହାର କରି ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଇଛି।
System z ବାଇନାରୀ ଉପରେ Linux ପାଇଁ ହଟ ପ୍ୟାଚ ସହାୟତାକୁ ପରୀକ୍ଷାମୂଳକ ଭାବରେ Red Hat Enterprise Linux 7.0 ରେ ଦିଆଯାଇଛି। Red Hat Enterprise Linux 7.1 ର ପ୍ରକାଶନ ସହିତ, ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
କାର୍ଯ୍ୟଦକ୍ଷତା ପ୍ରୟୋଗ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ ଉନ୍ନତି
Red Hat Enterprise Linux 7
କାର୍ଯ୍ୟଦକ୍ଷତା ପ୍ରୟୋଗ ପ୍ରଗ୍ରାମିଙ୍ଗ ଅନ୍ତରାପୃଷ୍ଠ (
PAPI) କୁ ଆରମ୍ଭ କରିଥାଏ।
PAPI ଟି ଆଧୁନିକ ମାଇକ୍ରୋପ୍ରସେସରମାନଙ୍କରେ ଘଟିଥିବା ହାର୍ଡୱେର କାର୍ଯ୍ୟଦକ୍ଷତାର ଗୋଟିଏ ପ୍ଲାଟଫର୍ମ-ମଧ୍ଯବର୍ତ୍ତୀ ବିଶେଷ ବିବରଣୀ। ଏହି ଗଣକମାନ ପଞ୍ଜିକାଗୁଡ଼ିକର ଗୋଟିଏ ଛୋଟ ସେଟ ଭାବରେ ଅବସ୍ଥିତ, ଯାହାକି ନିର୍ଦ୍ଦିଷ୍ଟ ସଂକେତମାନଙ୍କୁ ସଞ୍ଚାଳକର ଫଳନକୁ ଦର୍ଶାଇଥାଏ। ଏହି ଘଟଣାଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ପ୍ରୟୋଗ କାର୍ଯ୍ୟଦକ୍ଷତା ବିଶ୍ଳେଷଣ ଏବଂ ସନ୍ତୁଳନର ବିଭିନ୍ନ ଉପଯୋଗୀତାକୁ ଦର୍ଶାଇଥାଏ।
Red Hat Enterprise Linux 7.1 ରେ
PAPI ଏବଂ ସମ୍ପୃକ୍ତ
libpfm
ଲାଇବ୍ରେରୀଗୁଡ଼ିକୁ IBM Power 8, Applied Micro X-Gene, ARM Cortex A57, ଏବଂ ARM Cortex A53 ସଞ୍ଚାଳକରେ ଉନ୍ନତ କରାଯାଇଛି। ଏହା ସହିତ, ଘଟଣାଗୁଡ଼ିକର ସେଟକୁ Intel Haswell, Ivy Bridge, ଏବଂ Sandy Bridge ସଞ୍ଚାଳକରେ ଅଦ୍ୟତନ କରାଯାଇଛି।
OProfile
OProfile ଟି ହେଉଛି Linux ତନ୍ତ୍ର ପାଇଁ ଏକ ତନ୍ତ୍ରମୟ ରୂପରେଖା।ରୂପରେଖା କାର୍ଯ୍ୟ ପୃଷ୍ଠଭୂମିରେ ଚାଲିଥାଏ ତଥ୍ୟକୁ ଯେକୌଣସି ସମୟରେ ସଂଗ୍ରହ କରାଯାଇପାରିବ। Red Hat Enterprise Linux 7.1 ରେ, OProfile କୁ ନିମ୍ନଲିଖିତ ସଞ୍ଚାଳକ ପରିବାରଗୁଡ଼ିକ ପାଇଁ ସହାୟତା ପ୍ରଦାନ କରିଥାଏ: Intel Atom Processor C2XXX, 5th Generation Intel Core Processors, IBM Power8, AppliedMicro X-Gene, ଏବଂ ARM Cortex A57.
OpenJDK8
ପରୀକ୍ଷାମୂଳକ ଭାବରେ, Red Hat Enterprise Linux 7.1 java-1.8.0-openjdk ପ୍ୟାକେଜକୁ ଦର୍ଶାଇଥାଏ, ଯାହାକି Open Java Development Kit (OpenJDK), OpenJDK8 ର ନୂତନତମ ସଂସ୍କରଣକୁ ଧାରଣ କରିଥାଏ। ଏହି ପ୍ୟାକେଜଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସୁସଙ୍ଗତ Java SE 8 ପ୍ରଦାନ କରିଥାଏ ଏବଂ ହୁଏତଃ ସ୍ଥିତବାନ java-1.7.0-openjdk ପ୍ୟାକେଜଗୁଡ଼ିକ ସହିତ ବ୍ଯବହୃତ ହୋଇଥାଏ, ଯାହାକି Red Hat Enterprise Linux 7.1ରେ ଉପଲବ୍ଧ ହୋଇଥାଏ।
Java 8 ଅନେକ ନୂତନ ଉନ୍ନତିକୁ ଆଣିଥାଏ, ଯେପରିକି Lambda ଅଭିବ୍ୟକ୍ତି, ପୂର୍ବନିର୍ଦ୍ଧାରିତ ପଦ୍ଧତି, ସଂଗ୍ରହ ପାଇଁ ନୂତନ ଧାରାର API , JDBC 4.2, ହାର୍ଡୱେର AES ସହାୟତା, ଏବଂ ସେହିପରି ଅନେକ। ଏହା ସହିତ, OpenJDK8 ଅନେକ ପ୍ରକାରର କାର୍ଯ୍ୟଦକ୍ଷତା ଅଦ୍ୟତନ ଏବଂ ତୃଟି ସମାଧାନ ଧାରଣ କରିଥାଏ।
sosreport snap କୁ ସ୍ଥାନାନ୍ତରିତ କରିଥାଏ
ପୁରୁଣା ହୋଇଥିବା snap ସାଧନକୁ powerpc-utils ପ୍ୟାକେଜରୁ ବାହାର କରାଯାଇଛି। ଏହାର କାର୍ଯ୍ୟକାରୀତାକୁ sosreport ସାଧନରେ ସନ୍ନିହିତ କରାଯାଇଛି।
Little-Endian 64-bit PowerPC ପାଇଁ GDB ସହାୟତା
Red Hat Enterprise Linux 7.1 64-bit PowerPC little-endian ସଂରଚନା ପାଇଁ GNU ତୃଟି ସମାଧାନରେ (GDB)ସହାୟତା ନିୟୋଜନ କରିଥାଏ।
ତୁନା ଉନ୍ନତି
Tuna
ହେଉଛି ଏକ ସାଧନ ଯାହାକୁ ଯୋଜନାକାରୀକୁ ସନ୍ତୁଳିତ ରଖିବା ପାଇଁ ବ୍ୟବହାର କରାଯାଇଥାଏ, ଯେପରିକି ଯୋଜନାକାରୀ ନିତୀ, RT ଅଗ୍ରାଧିକାର, ଏବଂ CPU ଦୃଶ୍ଯ। Red Hat Enterprise Linux 7.1 ସହିତ,
Tuna
GUI କୁ ଆରମ୍ଭ ସମୟରେ ରୁଟ ବୈଧିକରଣ ପାଇଁ ଅନୁରୋଧ କରାଯାଇଥାଏ, ଯାହାଫଳରେତାହା ରୁଟକୁ ଡେସ୍କଟପ ଭାବରେ ଆରମ୍ଭ କରିଥାଏ
Tuna
GUI.
Tuna
ବିଷୟରେ ଅଧିକ ସୂଚନା ପାଇଁ,
Tuna ବ୍ୟବହାରକାରୀ ପୁସ୍ତକ କୁ ଦେଖନ୍ତୁ।
ବିଶ୍ୱସ୍ତ ନେଟୱର୍କ ସଂଯୋଗ
Red Hat Enterprise Linux 7.1 ବିଶ୍ୱସ୍ତ ନେଟୱର୍କ ସଂଯୋଗ କାର୍ଯ୍ୟକାରୀତାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଥାଏ। ବିଶ୍ୱସ୍ତ ନେଟୱର୍କ ସଂଯୋଗକୁ ସ୍ଥିତବାନ ନେଟୱର୍କ ଅଭିଗମ୍ୟତା ନିୟନ୍ତ୍ରଣ (NAC) ସମାଧାନ ସହିତ ବ୍ୟବହାର କରାଯାଇଥାଏ, ଯେପରିକି TLS, 802.1X, କିମ୍ବା IPsec ଯାହାକି, ଗୋଟିଏ ତନ୍ତ୍ରର ଶେଷ ବିନ୍ଦୁ ସୂଚନାକୁ ସଂଗ୍ରହ କରିବା (ଯେପରିକି ପ୍ରଚାଳନ ତନ୍ତ୍ର ବିନ୍ୟାସ ସଂରଚନା, ସ୍ଥାପିତ ପ୍ୟାକେଜ, ଏବଂ ଅନ୍ୟାନ୍ୟ, ଅଖଣ୍ଡତା ପରିମାପ ନାମରେ ପରିଚିତ)। ବିଶ୍ୱସ୍ତ ନେଟୱର୍କ ସଂଯୋଗକୁ ଏହି ମାପକୁ ନେଟୱର୍କ ଅଭିଗମ୍ୟ ନିତୀ ପୂର୍ବରୁ ଯାଞ୍ଚ କରିବା ପାଇଁ ବ୍ୟବହାର କରାଯାଇଥାଏ।.
qlcnic ଡ୍ରାଇଭରରେ SR-IOV କାର୍ୟ୍ୟ
ଗୋଟିଏ ରୁଟ I/O ଆଭାସୀକରଣ (SR-IOV) ପାଇଁ ସହାୟତାକୁ qlcnic
ଡ୍ରାଇଭରରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଯୋଗକରାଯାଇଛି। ଏହି କାର୍ଯ୍ୟପାଇଁ ସହାୟତାକୁ ସିଧାସଳଖ ଭାବରେ QLogic ଦ୍ୱାରା ଦିଆଯାଇଥାଏ, ଏବଂ ଗ୍ରାହକମାନଙ୍କୁ QLogic ଏବଂ Red Hat ପାଖକୁ ମତାମତ ଦେବା ପାଇଁ ଉତ୍ସାହିତ କରାଯାଇଥାଏ। qlcnic ଡ୍ରାଇଭରରେ ଅନ୍ୟାନ୍ୟ ଫଳାଫଳଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
ବାର୍କଲେ ପ୍ୟାକେଟ ଫିଲଟର
ବାର୍କଲେ ପ୍ୟାକେଟ ଫିଲଟର (BPF) ସହାୟତା ପାଇଁ
traffic classifier କୁ Red Hat Enterprise Linux 7.1 ରେ ଯୋଡ଼ାଯାଇଥାଏ। BPF କୁ ପ୍ୟାକେଟ ସକେଟ ପାଇଁ ପ୍ୟାକେଟ ଫିଲଟରରେ ବ୍ଯବହାର କରାଯାଇଥାଏ,
ସୁରକ୍ଷିତ କମ୍ପୁଟିଙ୍ଗ ଧାରା (
seccomp) ପାଇଁ ସ୍ୟାଣ୍ଡ ବକ୍ସ ପାଇଁ,ଏବଂ ନେଟଫିଲଟରରେ ବ୍ଯବହାର କରାଯାଇଥାଏ। BPF କୁ ସମୟ ଅନୁସାରେ ଆବଶ୍ୟକୀୟ ସଂରଚନାଗୁଡ଼ିକରେ ନିୟୋଜନ କରାଯାଇଥାଏ।
ଉନ୍ନତ ଘଡ଼ି ସ୍ଥିରତା
ପୂର୍ବରୁ, ପରୀକ୍ଷା ଫଳାଫଳ ସୂଚାଇଥାଏ ଯେ ଟିକହୋଇନଥିବା କର୍ଣ୍ଣଲ କ୍ଷମତାକୁ ନିଷ୍କ୍ରିୟ କରିବା ଫଳରେ ତାହା ସ୍ଥାୟୀତ୍ତ୍ୱକୁ ଉନ୍ନତ କରିଥାଏ। କର୍ଣ୍ଣଲ ଟିକ ହୋଇନଥିବା ଧାରାକୁ nohz=off
କୁ ଯୋଗକରି କର୍ଣ୍ଣଲ ବୁଟ ବିକଳ୍ପ ପ୍ରାଚଳଗୁଡ଼ିକରେ ଦର୍ଶାଯାଇଥାଏ। ତଥାପି, କର୍ଣ୍ଣଲ ଉପରେ ପ୍ରୟୋଗ ହୋଇଥିବା ପ୍ରଚଳିତ ଉନ୍ନତିଗୁଡ଼ିକ Red Hat Enterprise Linux 7.1 ରେ nohz=off
ବିନା ଉନ୍ନତ ହୋଇଥାଏ। ଏହା ସମୟ ସନ୍ତୁଳନ ପାଇଁ PTP
ଏବଂ NTP
ରେ ଉପଯୋଗୀ ହୋଇଥାଏ।
libnetfilter_queue ପ୍ୟାକେଜଗୁଡ଼ିକ
libnetfilter_queue ପ୍ୟାକେଜକୁ Red Hat Enterprise Linux 7.1. libnetfilter_queue
ରେ ଯୋଗ କରାଯାଇଥାଏ ଯାହାକି ଏକ ଚାଳକ ସ୍ଥାନ ଲାଇବ୍ରେରୀ ଅଟେ ଏବଂ ତାହା API ପ୍ୟାକେଟ ପ୍ରଦାନ କରିଥାଏ। ଏହା କ୍ରମରେ ଗ୍ରହଣ କରିଥିବା ପ୍ୟାକେଟଗୁଡ଼ିକୁ କର୍ଣ୍ଣଲରୁnfnetlink_queue
ଉପତନ୍ତ୍ର, ପ୍ୟାକେଟ ବିଶ୍ଳେଷଣ, ପ୍ୟାକେଟ ଶୀର୍ଷକ ପୁନଃଲିଖନ, ଏବଂ ପରିବର୍ତ୍ତିତ ପ୍ୟାକେଟଗୁଡ଼ିକ ପାଇଁ ସକ୍ରିୟ କରିଥାଏ।
ସମୂହକରଣ ଉନ୍ନତି
libteam ପ୍ୟାକେଜକୁ ସଂସ୍କରଣ1.14-1
କୁ Red Hat Enterprise Linux 7.1ରେ ଅଦ୍ୟତନ କରାଯାଇଛି। ଏହା କିଛି ତୃଟି ସମାଧାନ ପ୍ରଦାନ କରିଥାଏ,ବିଶେଷକରି, teamd
କୁ ବର୍ତ୍ତମାନ ସ୍ୱୟଂଚାଳିତ ଭାବରେ systemd
ଦ୍ୱାରା ପୁଣି କରିଥାଏ, ଯାହାକି ବିଶ୍ୱାସକୁ ସୁଦୃଢ଼ କରିଥାଏ।
Intel QuickAssist ପ୍ରଯୁକ୍ତିଜ୍ଞାନ ଡ୍ରାଇଭର
Intel QuickAssist ପ୍ରଯୁକ୍ତିଜ୍ଞାନ (QAT) ଡ୍ରାଇଭରକୁ Red Hat Enterprise Linux 7.1 ରେ ଯୋଗକରାଯାଇଛି। QAT ଡ୍ରାଇଭର QuickAssist ହାର୍ଡୱେରକୁ ସକ୍ରିୟ କରିଥାଏ ଯାହାକି ହାର୍ଡୱେର ବହିଷ୍କାର କ୍ରିପ୍ଟୋ କ୍ଷମତାକୁ ଯୋଗ କରିଥାଏ।
PTP ଏବଂ NTP ମଧ୍ଯରେ ବିଫଳତା ପାଇଁ LinuxPTP timemaster ସହାୟତା
linuxptp ପ୍ୟାକେଜକୁ ସଂସ୍କରଣ1.4
କୁ Red Hat Enterprise Linux 7.1 ରେ ଅଦ୍ୟତନ କରାଯାଇଛି। ଏହା କିଛି ତୃଟି ସମାଧାନ ପ୍ରଦାନ କରିଥାଏ,ବିଶେଷକରି, PTP
ଡମେନ ଏବଂ NTP
ଉତ୍ସଗୁଡ଼ିକ ମଧ୍ଯରେ ବିଫଳତା ପାଇଁ ସହାୟତାtimemaster ପ୍ରୟୋଗକୁ ବ୍ୟବହାର କରି। ଯେତେବେଳେ ସେଠାରେ ଏକାଧିକPTP
ଡମେନ ନେଟୱର୍କ ଉପରେ ଉପଲବ୍ଧ ଥାଏ, କିମ୍ବା NTP
ବିଫଳତାଆବଶ୍ୟକ ହୋଇଥାଏ, timemaster ପ୍ରଗ୍ରାମକୁ ତନ୍ତ୍ର ଘଡ଼ିକୁ ଉପଲବ୍ଧ ସମୟ ଉତ୍ସଗୁଡ଼ିକରସନ୍ତୁଳନ ପାଇଁ ବ୍ୟବହାର କରାଯାଇପାରିବ।
ନେଟୱର୍କ initscripts
ଇଚ୍ଛାରୂପଣ VLAN ନାମଗୁଡ଼ିକ ପାଇଁ ସହାୟତାକୁ Red Hat Enterprise Linux 7.1 ରେ ଯୋଗକରାଯାଇଥାଏ। IPv6
ପାଇଁ GRE ଟନେଲଗୁଡ଼ିକରେ ଉନ୍ନତ ସହାୟତା ଯୋଗକରାଯାଇଥାଏ; ଭିତର ଠିକଣା ବର୍ତ୍ତମାନ ସ୍ଥାୟୀ ଭାବରେ ରହିଥାଏ।
TCP ବିଳମ୍ବ ACK
ବିନ୍ୟାସଯୋଗ୍ୟ TCP ବିଳମ୍ବ ACK ପାଇଁ ସହାୟତାକୁ iproute ପ୍ୟାକେଜରେ Red Hat Enterprise Linux 7.1 ରେ ଯୋଗକରାଯାଇଥାଏ। ଏହାକୁ ip route quickack
ନିର୍ଦ୍ଦେଶ ଦ୍ୱାରା ସକ୍ରିୟ କରାଯାଇପାରିବ।
NetworkManager
ବନ୍ଧନ ବିକଳ୍ପ lacp_rate
ବର୍ତ୍ତମାନRed Hat Enterprise Linux 7.1 ରେ ସହାୟତା ପ୍ରାପ୍ତ। NetworkManager କୁ ସହଜମୟ ଉପକରଣ ପୁନଃନାମକରଣ ପାଇଁ ଉନ୍ନତ କରାଯାଇଛି ଯେତେବେଳେ ମୂଖ୍ୟ ଅନ୍ତରାପୃଷ୍ଠକୁ ସ୍ଲେଭ ଅନ୍ତରାପୃଷ୍ଠ ପୁନଃନାମକରଣ କରାଯାଇଥାଏ।
ଏହା ସହିତ, ଏକ ଅଗ୍ରାଧିକାର ସଂରଚନାକୁ ସ୍ୱୟଂ ସଂଯୋଗ କାର୍ଯ୍ୟରେ NetworkManager ରେ ଯୋଗ କରାଯାଇଥାଏ। ଯଦି ଅଧିକ ଯୋଗ୍ୟ ସଦସ୍ୟ ବର୍ତ୍ତମାନ ସ୍ୱୟଂସଂଯୋଗ ପାଇଁ ଉପଲବ୍ଧ ହୋଇଥାଏ, NetworkManager କୁ ସର୍ବାଧିକ ଅଗ୍ରାଧିକାର ବିଶିଷ୍ଟ ସଂଯୋଗକୁ ବାଛନ୍ତୁ। ଯଦି ସମସ୍ତ ଉପଲବ୍ଧ ସଂଯୋଗଗୁଡ଼ିକର ସମାନ ଅଗ୍ରାଧିକାର ମୂଲ୍ୟ ଥାଏ, ତେବେNetworkManager ପୂର୍ବନିର୍ଦ୍ଧାରିତ ଆଚରଣକୁ ବ୍ୟବହାର କରିଥାଏ ଏବଂ ଅନ୍ତିମ ସଂଯୋଗକୁ ବାଛିଥାଏ।
Network ନାମ ସ୍ଥାନ ଏବଂ VTI
ଆଭାସୀ ଟନେଲ ଅନ୍ତରାପୃଷ୍ଠ (
VTI) ପାଇଁ ସହାୟତାକୁ ନେଟୱର୍କ ନାମ ସ୍ଥାନ ସହିତ Red Hat Enterprise Linux 7.1 ରେ ଯୋଗ କରାଯାଇଛି।ଏହା VTI କୁ ବିଭିନ୍ନ ନାମ ସ୍ଥାନ ମଧ୍ଯରେ ଯାତାୟାତ କରିବା ପାଇଁ ସକ୍ରିୟ କରିଥାଏ ଯେତେବେଳେ ପ୍ୟାକେଟଗୁଡ଼ିକୁ ଆବୃତ୍ତ କରାଯାଇଥାଏ।
MemberOf Plug-In ପାଇଁ ବୈକଳ୍ପିକ ସଂରଚନା ସଂରକ୍ଷଣ ସ୍ଥାନ
MemberOf
ପ୍ଲଗଇନର ସଂରଚନାକୁ 389 ଡିରେକ୍ଟୋରୀ ସର୍ଭରରେ ଉପସର୍ଗ ମେଳକ ପୃଷ୍ଠଭୂମି ତଥ୍ୟାଧାରରେ ସଂରକ୍ଷଣ କରିଥାଏ। ଏହା MemberOf
ପ୍ଲଗଇନ ସଂରଚନାକୁ ଅନୁମତି ଦେଇଥାଏ, ଯାହାକି ବ୍ୟବହାରକାରୀ ପାଇଁଏକ ସ୍ଥାୟୀ MemberOf
ପ୍ଲଗଇନ ସଂରଚନାରେ ସହଜମୟ ହୋଇଥାଏ।
ଅଧ୍ଯାୟ 10. ଡକର ଶୈଳୀରେ Linux ଧାରଣକର୍ତ୍ତା
ଡକର ଟି ଏକ ମୁକ୍ତ ଉତ୍ସ ପ୍ରକଳ୍ପ ଯାହାକି Linux ଧାରଣପାତ୍ର ଭିତରେ ପ୍ରୟୋଗଗୁଡ଼ିକର ନିୟୋଜନକୁ ସ୍ୱୟଂଚାଳିତ କରିଥାଏ, ଏବଂ ଏକ ପ୍ରୟୋଗକୁ ପ୍ୟାକେଜ କରିବାର କ୍ଷମତା ପ୍ରଦାନ କରିଥାଏ। ଏହା ଜୀବନଚକ୍ର ପରିଚାଳନା ପାଇଁ ଏକ Docker CLI ନିର୍ଦ୍ଦେଶ ଧାରା ସାଧନ ପ୍ରଦାନ କରିଥାଏ। Linux ଧାରଣ ପାତ୍ର ତୀବ୍ର ପ୍ରୟୋଗ ନିୟୋଜନକୁ ସକ୍ରିୟ କରିଥାଏ, ସରଳ ପରୀକ୍ଷଣ, ପରିଚାଳନା, ଏବଂ ସୁରକ୍ଷା ଜନିତ ଉନ୍ନତି ସହିତ ତୃଟିନିବାରଣ କରିଥାଏ। ଡକର ସହିତ Red Hat Enterprise Linux 7 ବ୍ୟବହାର କରିବା ଦ୍ୱାରା ତାହା ଗ୍ରାହକମାନଙ୍କର କାର୍ଯ୍ୟକାରିତାକୁ ଅଧିକ ଫଳପ୍ରଦ କରିଥାଏ, ତୃତୀୟ ପକ୍ଷ ପ୍ରୟୋଗଗୁଡ଼ିକୁ ତୀବ୍ରତର କରିଥାଏ, ଅଧିକ ଜଟିଳ ବିକାଶ ପରିବେଶକୁ ସକ୍ରିୟ କରିଥାଏ, ଏବଂ ଉତ୍ସଗୁଡ଼ିକୁ ଅଧିକ ସମୃଦ୍ଧ ଭାବରେ ପରିଚାଳନା କରିଥାଏ।
Red Hat Enterprise Linux 7.1 ରେ Docker 1.3.2 ଆସିଥାଏ, ଯେଉଁଥିରେ କିଛି ସଂଖ୍ୟକ ଉନ୍ନତି ଏବଂ କିଛି ନୂତନ ବିଶେଷତା ଅନ୍ତର୍ଭୁକ୍ତ।
ଡିଜିଟାଲ ହସ୍ତାକ୍ଷର ଯାଞ୍ଚ କୁ ଡକରରେ ଏକ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ବିଶେଷତା ଭାବରେ ନିୟୋଜନ କରାଯାଇଛି। ସେହି ଡକର ଯନ୍ତ୍ର ବର୍ତ୍ତମାନ ସ୍ୱୟଂଚାଳିତ ଭାବରେ ପ୍ରମାଣିକରଣ ଏବଂ ଅଖଣ୍ଡତାକୁ ସମସ୍ତ ନିତିଗତ ରେପୋଗୁଡ଼ିକରେ ଡିଜିଟାଲ ହସ୍ତାକ୍ଷର ବ୍ୟବହାର କରି ଯାଞ୍ଚ କରିଥାଏ।
docker exec
ନିର୍ଦ୍ଦେଶ ପ୍ରକ୍ରିୟାଗୁଡ଼ିକୁ ଡକର ଭିତରେ ଡକର API ବ୍ୟବହାର କରି ସକ୍ରିୟ କରିଥାଏ।
docker create
ନିର୍ଦ୍ଦେଶ ଧାରଣ ସ୍ଥାନ ସୃଷ୍ଟି କରିଥାଏ କିନ୍ତୁ ସେଥିରେ କୌଣସି ପଦ୍ଧତି ନଥାଏ। ଏହା ଧାରଣ ପାତ୍ରର ପରିଚାଳନାକୁ ଉନ୍ନତ କରିଥାଏ।
ଉଭୟ Red Hat Enterprise Linux 6 ଏବଂ Red Hat Enterprise Linux 7ରେ ପ୍ରୟୋଗ ପ୍ରସ୍ତୁତି ପାଇଁ Red Hat ଡକର ଆଧାରିତ ପ୍ରତିଛବିଗୁଡ଼ିକ ପ୍ରଦାନ କରିଥାଏ।
ଡକର ଶୈଳୀ ସହିତLinux ଧାରଣ ସ୍ଥାନଗୁଡ଼ିକ ହୋଷ୍ଟଗୁଡ଼ିକ ସହିତ SELinux କୁ ସକ୍ରିୟ କରି ସହାୟତା ପ୍ରାପ୍ତ। /var/lib/docker/
ଡିରେକ୍ଟୋରୀ ଏକ ଭଲ୍ୟୁମ ସହିତ ବ୍ୟବହାର ହେଉଥିବା ସମୟରେ SELinux ସହାୟତା ପ୍ରାପ୍ତ ନଥାଏ ଯାହାକି B-ଟ୍ରୀ ଫାଇଲତନ୍ତ୍ରକୁ (Btrfs
) ବ୍ୟବହାର କରିଥାଏ।
10.1. ଡକର ଧାରଣ ସ୍ଥାନର ଉପାଦାନଗୁଡ଼ିକ
ଡକର ନିମ୍ନଲିଖିତ ମୌଳିକ ଉପାଦାନଗୁଡ଼ିକ ସହିତ କାମ କରିଥାଏ:
Container – ଏକ ପ୍ରୟୋଗ ସ୍ୟାଣ୍ଡବକ୍ସ। ପ୍ରତ୍ୟେକ ଧାରଣ ସ୍ଥାନ image ଉପରେ ଆଧାରିତ ଯାହାକି ଆବଶ୍ୟକୀୟ ସଂରଚନା ତଥ୍ୟ ଧାରଣ କରିଥାଏ। ଯେତେବେଳେ ଆପଣ ଏକ ପ୍ରତିଛବିରୁ ଧାରଣ ପାତ୍ର ଆରମ୍ଭ କରିଥାଏ, ଏକ ଲିଖନଯୋଗ୍ୟ ସ୍ତର ଏହି ପ୍ରତିଛବି ଉପରେ ଯୋଡ଼ାଯାଇଥାଏ। ପ୍ରତ୍ୟେକ ଥର ଆପଣ ଧାରଣ ସ୍ଥାନ ଦାଖଲ କରିବା ସମୟରେ (docker commit
ନିର୍ଦ୍ଦେଶକୁ ବ୍ୟବହାର କରି),ଏକ ନୂତନ ପ୍ରତିଛବିକୁ ଆପଣ ପରିବର୍ତ୍ତନ କରିଥିବା ସ୍ଥାନରେ ଯୋଡ଼ାଯାଇଥାଏ।
Image – ଧାରଣ ସ୍ଥାନର ଏକ ସ୍ଥାୟୀ ଆଶୁଚିତ୍ର। ପ୍ରତିଛବିଟି ଏକ କେବଳ ପଠନୀୟ ସ୍ତର ଯାହାକୁ ଏକାଧିକ ଲିଖନ ସ୍ତର ଉପରେ ପ୍ରସ୍ତୁତ କରାଯାଇଥାଏ, ଏବଂ ତାହାକୁ ନୂତନ ପ୍ରତିଛବି ନିର୍ମାଣ ଦ୍ୱାରା ସଂରକ୍ଷଣ କରାଯାଇପାରିବ। ପ୍ରତ୍ୟେକ ପ୍ରତିଛବି ଗୋଟିଏ କିମ୍ବା ଅନେକ ମୂଖ୍ୟ ପ୍ରତିଛବି ଉପରେ ନିର୍ଭର କରିଥାଏ।
ପ୍ଲାଟଫର୍ମ ପ୍ରତିଛବି – ଏକ ପ୍ରତିଛବି ଯାହାର ମୂଖ୍ୟ ସ୍ତର ନଥାଏ। ପ୍ଲାଟଫର୍ମ ପ୍ରତିଛବିଚଳନ୍ତି ପରିବେଶ, ପ୍ୟାକେଜ, ଏବଂ ଉପଯୋଗିତାକୁ ବ୍ୟାଖ୍ୟା କରିଥାଏ ଯାହାକି ଧାରଣ ସ୍ଥାନ ପ୍ରୟୋଗକୁ ଚଲାଇବା ପାଇଁ ଆବଶ୍ୟକ। ପ୍ଲାଟଫର୍ମ ପ୍ରତିଛବିଟି କେବଳ ପଠନୀୟ ଅଟେ, ତେଣୁ ଯେକୌଣସି ପରିବର୍ତ୍ତନଗୁଡ଼ିକୁ ନକଲ ହୋଇଥିବା ସ୍ଥାନରେ ରଖଯାଇଥାଏ।
ଚିତ୍ର 10.1, “ଡକର ଶୈଳୀ ବ୍ୟବହାର କରି ପ୍ରତିଛବି ସ୍ତର” କୁ ଦେଖନ୍ତୁ।
ପଞ୍ଜିକରଣ – ପ୍ରତିଛବିଗୁଡ଼ିକର ଏକ ରେପୋଜିଟୋରୀ। ରେପୋଜିଟୋରୀଗୁଡ଼ିକ ସର୍ବସାଧରଣ କିମ୍ବା ବ୍ୟକ୍ତିଗତ ହୋଇଥାଏପାରେ ଯାହାକିଆହରଣ ପାଇଁ ଉପଲବ୍ଧ ପ୍ରତିଛବିଗୁଡ଼ିକୁ ଧାରଣ କରିଥାଏ। କିଛି ପଞ୍ଜିକରଣ ବ୍ୟବହାରକାରୀଙ୍କୁ ପ୍ରତିଛବି ଝଧାରଣ ପାଇଁ ଅନୁମତି ଦେଇଥାଏ ଏବଂ ଅନ୍ୟମାନଙ୍କ ପାଇଁ ଉପଲବ୍ଧ କରାଯାଇଥାଏ।
ଡକର ଫାଇଲ – ନିର୍ମାଣ ନିର୍ଦ୍ଦେଶ ସହିତ ଏକ ସଂରଚନା ଫାଇଲ। ଡକର ଫାଇଲଗୁଡ଼ିକ ନିର୍ମାଣ କାର୍ଯ୍ୟର ପୁନଃ ବ୍ୟବହାର, ସହଭାଗ ପାଇଁ ଉପାୟ ପ୍ରଦାନ କରିଥାଏ।
10.2. ଡକର ବ୍ୟବହାର କରିବାର ଲାଭ
ଡକର ଧାରଣ ସ୍ଥାନ ପରିଚାଳନା, ପ୍ରତିଛବି ସଜ୍ଜିକରଣ, ଏବଂ ସୁଦୂର ପଞ୍ଜିକରଣ ବ୍ୟବହାର କରିବା ପାଇଁ API ପ୍ରଦାନ କରିଥାଏ।ଏହି ଯୋଜନା ଉଭୟ ବିକାଶକାରୀ ଏବଂ ତନ୍ତ୍ର ପ୍ରଶାସକଙ୍କୁ ଲାଭ ପ୍ରଦାନ କରିଥାଏ, ଯେପରିକି:
ତୀବ୍ର ପ୍ରୟୋଗ ନିୟୋଜନ – ଧାରଣ ପାତ୍ର ପ୍ରୟୋଗର ସର୍ବନିମ୍ନ ଚଳନ୍ତି ଆବଶ୍ୟକତାକୁ ଅନ୍ତର୍ଭୁକ୍ତ କରିଥାଏ, ଏବଂ ଆକାରକୁ କମ କରିଥାଏ ଏବଂ ତାହାକୁ ଶୀଘ୍ର ନିୟୋଜନ ପାଇଁ ଅନୁମତି ଦେଇଥାଏ।
ମେସିନଗୁଡ଼ିକ ମଧ୍ଯରେ ସ୍ଥାନ ପରିବର୍ତ୍ତନ – ଏକ ପ୍ରୟୋଗ ଏବଂ ଏହାର ସମସ୍ତ ନିର୍ଭରକକୁ ଗୋଟିଏ ସ୍ଥାନରେ ରଖାଯାଇପାରିବ ଯାହାକି Linux କର୍ଣ୍ଣଲର ହୋଷ୍ଟ ସଂସ୍କରଣ, ପ୍ଲାଟଫର୍ମ ବଣ୍ଟନ, କିମ୍ବା ନିୟୋଜନ ମଡେଲ ଉପରେ ନିର୍ଭର କରିଥାଏ। ଏହି ଧାରଣ ସ୍ଥାନକୁ ଅନ୍ୟ ଏକ ମେସିନକୁ ସ୍ଥାନାନ୍ତିରିତ କରିହେବ ଯାହାକି ଡକର ଚଲାଇଥାଏ, ଏବଂ ସେଠାରେ ସୁସଙ୍ଗତତା ସମସ୍ୟାଗୁଡ଼ିକ ସହିତ ନିଷ୍ପାଦିତ କରିଥାଏ।
ସଂସ୍କରଣ ନିୟନ୍ତ୍ରଣ ଏବଂ ଉପାଦାନ ପୁନଃବ୍ୟବହାର – ଆପଣ ସଂସ୍କରଣ କ୍ରମକୁ ଅନୁସରଣ କରିପାରିବେ, ଭିନ୍ନତାକୁ ନିରୀକ୍ଷଣ କରିପାରିବେ, କିମ୍ବା ପୂର୍ବ ସଂସ୍କରଣଗୁଡ଼ିକୁ ଫେରିପାରିବେ। ଧାରଣ ସ୍ଥାନ ଉପାଦାନଗୁଡ଼ିକୁ ପୂର୍ବ ସ୍ତରରୁ ପୁନଃବ୍ୟବହାର କରିଥାଏ, ଯାହାକି ଦର୍ଶାଇଥାଏ ଯେ ତାହା ସୂକ୍ଷ୍ମ ସ୍ତରର ଅଟେ।
ସହଭାଗ – ଆପଣ ଅନ୍ୟମାନଙ୍କ ସହିତ ସହଭାଗ କରିବା ପାଇଁ ସୁଦୂର ରେପୋଜିଟୋରୀଗୁଡ଼ିକୁ ବ୍ୟବହାର କରିପାରିବେ। Red Hat ଏହି ଉଦ୍ଦେଶ୍ୟ ପାଇଁ ପଞ୍ଜିକରଣ ପ୍ରଦାନ କରିଥାଏ, ଏବଂ ନିଜର ବ୍ୟକ୍ତିଗତ ରେପୋଜିଟୋରୀକୁ ବିନ୍ୟାସ କରିବା ଏହା ପାଇଁ ସମ୍ଭବ ଅଟେ।
ସୂକ୍ଷ୍ମ ପାଦଚିହ୍ନ ଏବଂ ସର୍ବନିମ୍ନ କାର୍ଯ୍ୟଭାର – ଡକର ପ୍ରତିଛବିଗୁଡ଼ିକ ସାଧାରଣତଃ ଅତି ଛୋଟ ଅଟେ, ଯାହାକି ତୀବ୍ର ପ୍ରେରଣକୁ ପ୍ରତ୍ସାହିତ କରିଥାଏ ଏବଂ ନୂତନ ପ୍ରୟୋଗ ସ୍ଥାନ ନିୟୋଜନ ଅବଧିକୁ କମ କରିଥାଏ।
ସରଳିକୃତ ପରିଚାଳନା – ଡକର ପ୍ରୟାସ ଏବଂ ବିପଦକୁ କମ କରିଥାଏ।
10.3. ଆଭାସୀ ମେସିନଗୁଡ଼ିକ ସହିତ ତୁଳନା
ସମସ୍ତ ସମ୍ପୃକ୍ତ ସଫ୍ଟୱେର ଏବଂ ପରିଚାଳନା ପାଇଁ ଆଭାସୀ ମେସିନ ଏକ ସମଗ୍ର ସର୍ଭରକୁ ଉପସ୍ଥାପନ କରିଥାଏ। ଡକର ଧାରଣ ସ୍ଥାନ ପ୍ରୟୋଗ ପୃଥକିକରଣ ପ୍ରଦାନ କରିଥାଏ ଏବଂ ସର୍ବନିମ୍ନ ଚଳନ୍ତି ସମୟ ପରିବେଶ ସହିତ ବିନ୍ୟାସିତ ହୋଇଥାଏ। ଏକ ଡକର ଧାରଣ ସ୍ଥାନରେ, ପ୍ରଚାଳନ ତନ୍ତ୍ର ସଂରଚନାର କର୍ଣ୍ଣଲ ଏବଂ ତାହାର ଅଂଶଗୁଡ଼ିକୁ ସହଭାଗ କରିଥାଏ। ଆଭାସୀ ମେସିନ ପାଇଁ, ଏକ ସମ୍ପୂର୍ଣ୍ଣ ପ୍ରଚାଳନ ତନ୍ତ୍ରକୁ ନିଶ୍ଚିତ ଭାବରେ ଅନ୍ତର୍ଭୁକ୍ତ କରିଥାଏ।
ଆପଣ ସହଜରେ ଶିଘ୍ର ଧାରଣ ସ୍ଥାନକୁ ନିର୍ମାଣ କିମ୍ବା ନଷ୍ଟ କରିପାରିବେ। ଆଭାସୀ ମେସିନଗୁଡ଼ିକ ସମ୍ପୂର୍ଣ୍ଣ ସ୍ଥାପନ ଆବଶ୍ୟକ କରିଥାଏ ଏବଂ ଅଧିକ କମ୍ପୁଟିଙ୍ଗ ଉତ୍ସଗୁଡ଼ିକୁ ନିଷ୍ପାଦନ କରିବା ଆବଶ୍ୟକ କରିଥାଏ।
ଧାରଣ ସ୍ଥାନଗୁଡ଼ିକ ସୂକ୍ଷ୍ମ ଅଟେ, ତେଣୁ ଆଭାସୀ ମେସିନଗୁଡ଼ିକ ଅପେକ୍ଷା ଅଧିକ ଧାରଣ ସ୍ଥାନ ହୋଷ୍ଟ ମେସିନରେ ଥାଏ।
ଧାରଣ ସ୍ଥାନ ଉତ୍ସଗୁଡ଼ିକୁ ସଠିକ ଭାବରେ ସହଭାଗ କରିଥାଏ। ଆଭାସୀ ମେସିନଗୁଡ଼ିକ ପୃଥକ ଅଟେ। ତେଣୁଏକାଧିକ ପ୍ରକାର ପ୍ରୟୋଗ ଧାରଣ ସ୍ଥାନରେ ଚାଲିଥାଏ ଏବଂ ତାହା ସୂକ୍ଷ୍ମ ମଧ୍ଯ ଅଟେ। ଉଦାହରଣ ସ୍ୱରୂପ, ସହଭାଗୀ ବାଇନାରୀଗୁଡ଼ିକ ତନ୍ତ୍ର ଉପରେ ନକଲି ଭାବରେ ଥାଏ।
ଆଭାସୀ ମେସିନଗୁଡ଼ିକୁ ନିଷ୍ପାଦନ କରିବା ସମୟରେ ସ୍ଥାନାନ୍ତିତ ହୋଇଥାଏ, ତଥାପି ଧାରଣ ସ୍ଥାନଗୁଡ଼ିକୁ ନିଷ୍ପାଦନ କରିବା ସମୟରେ ସ୍ଥାନାନ୍ତରିତ କରାଯାଇଥାଏ ଏବଂ ନିଶ୍ଚିତ ଭାବରେ ହୋଷ୍ଟ ମେସିନଗୁଡ଼ିକ ମଧ୍ଯରେ ଗତି କରାଇବା ସମୟରେ ନିଷ୍ପାଦିତ ହୋଇଥାଏ।
ସମସ୍ତ ବ୍ୟବହାର ପାଇଁ ଧାରଣ ସ୍ଥାନଗୁଡ଼ିକ ଆଭାସୀ ମେସିନଗୁଡ଼ିକୁ ବଦଳାଇନଥାଏ। ଯତ୍ନ ସହକାରେ ମୂଲ୍ୟାଙ୍କନ କରିବା ଆବଶ୍ୟକ ହୋଇଥାଏ ଯାହାକି ଆପଣଙ୍କ ପ୍ରୟୋଗ ପାଇଁ ଉତ୍ତମ କି ନୁହଁ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ।
ଡକରFAQ Linux ଧାରଣ ସ୍ଥାନ, ଡକର, ସଦସ୍ୟତା ଏବଂ ସହାୟତା ବିଷୟରେ ଅଧିକ ସୂଚନା ଧାରଣ କରିଥାଏ।
10.4. Red Hat Enterprise Linux 7.1 ଉପରେ ଡକର ବ୍ୟବହାର କରି
ଡକର,
କ୍ୟୁବରନେଟ, ଏବଂ
ଡକର ପଞ୍ଜିକରଣ କୁ Red Hat Enterprise Linux ରେ ଅତିରିକ୍ତ ଚ୍ୟାନେଲ ଭାବରେ ପ୍ରକାଶ କରାଯାଇଥାଏ। ଥରେ ସେହି ଅତିରିକ୍ତ ଚ୍ୟାନେଲଗୁଡ଼ିକୁ ସକ୍ରିୟ କରିସାରିବା ପରେ, ସେହି ପ୍ୟାକେଜଗୁଡ଼ିକୁ ପାରମ୍ପରିକ ଉପାୟରେ ସ୍ଥାପନ କରାଯାଇଥାଏ। ପ୍ୟାକେଜଗୁଡ଼ିକୁ ସ୍ଥାପନ କରିବା ବିଷୟରେ ଅଧିକ ସୂଚନା ପାଇଁ ଅଥବା ଚ୍ୟାନେଲଗୁଡ଼ିକୁ ସକ୍ରିୟ କରିବା ପାଇଁ,
ତନ୍ତ୍ର ପ୍ରଶାସଙ୍କ ପୁସ୍ତକ କୁ ଦେଖନ୍ତୁ।
Red Hat ପ୍ରମାଣପତ୍ର ପ୍ରାପ୍ତ ଡକର ପ୍ରତିଛବିଗୁଡ଼ିକର ଏକ ପଞ୍ଜିକରଣ ପ୍ରଦାନ କରିଥାଏ। ଏହି ପଞ୍ଜିକରଣ ମୂଳ ପ୍ରତିଛବିଗୁଡ଼ିକୁ ଉଭୟ Red Hat Enterprise Linux 6 ଏବଂ Red Hat Enterprise Linux 7 ରେପ୍ରୟୋଗ ନିର୍ମାଣ ପାଇଁ ପ୍ରଦାନ କରିଥାଏ ଏବଂ ପୂର୍ବନିର୍ମିତ ସମାଧାନଗୁଡ଼ିକ Red Hat Enterprise Linux 7.1 ଉପରେ ଡକର ସହିତ ଥାଏ। ପଞ୍ଜିକରଣ ବିଷୟରେ ଅଧିକ ସୂଚନା ଏବଂ ପ୍ରୟୋଗ ତାଲିକା ପାଇଁ,
ଡକର ପ୍ରତିଛବିଗୁଡ଼ିକୁ ଦେଖନ୍ତୁ।
ଅଧ୍ଯାୟ 11. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
ହସ୍କକୃତ ନକଲ ସଂରକ୍ଷଣ ଏବଂ ପୁନଃସ୍ଥାପନ କାର୍ଯ୍ୟ
ଏହି ଅଦ୍ୟତନ
ipa-backup
ଏବଂ
ipa-restore
ନିର୍ଦ୍ଦେଶଗୁଡ଼ିକୁ ପରିଚୟ ପରିଚାଳନା ପାଇଁ ବ୍ୟବହାର କରିଥାଏ(IdM), ଯାହାକି ବ୍ୟବହାରକାରୀମାନଙ୍କୁହସ୍ତକୃତ ଭାବରେ ସେଗୁଡ଼ିକର IdM ତଥ୍ୟର ନକଲ ସଂରକ୍ଷଣ ପାଇଁ ବ୍ୟବହାର କରିଥାଏ ଏବଂ ସେଗୁଡ଼ିକୁ ହାର୍ଡୱେର ବିଫଳତା ପାଇଁ ପୁନଃସ୍ଥାପନ କରିଥାଏ। ଅଧିକ ସୂଚନା ପାଇଁ, ipa-backup(1) ଏବଂ ipa-restore(1) ପୁସ୍ତିକା ପୃଷ୍ଠାକୁ ଦେଖନ୍ତୁ କିମ୍ବା
ସମ୍ପୃକ୍ତ FreeIPA ଦଲିଲକୁ ଦେଖନ୍ତୁ।
ପ୍ରମାଣପତ୍ର ପ୍ରାଧିକରଣ ପରିଚାଳନା ସାଧନ
ipa-cacert-manage renew
ନିର୍ଦ୍ଦେଶକୁ ପରିଚୟ ପରିଚାଳନା (IdM) କ୍ଲାଏଣ୍ଟ ସହିତ ଯୋଡ଼ାଯାଇଥାଏ, ଯାହାକି IdM ପ୍ରମାଣପତ୍ର ଅଧିକାରୀ (CA) ଫାଇଲକୁ ନୂତନ ଭାବରେ ଆରମ୍ଭ କରିବାରେ ସହାୟତା କରିଥାଏ। ଏହା ବ୍ୟବହାରକାରୀମାନଙ୍କୁ ସହଜରେ ସ୍ଥାପନ ଏବଂ IdM ବ୍ୟବସ୍ଥା କରିବା ପାଇଁ CA ଦ୍ୱାରା ସକ୍ରିୟ କରିଥାଏ। ଏହି ବିଶେଷତା ବିଷୟରେ ବିବରଣୀ ପାଇଁ,ipa-cacert-manage(1) man ପୃଷ୍ଠାକୁ ଦେଖନ୍ତୁ ଅଥବା
ସମ୍ପୃକ୍ତ FreeIPA ଦଲିଲ କୁ ଦେଖନ୍ତୁ।
ବର୍ଦ୍ଧିତ ଅଭିଗମ୍ୟତା ନିୟନ୍ତ୍ରଣ ଅଂଶ
କିଛି ବିଭାଗର ପଠନ ଅନୁମତିକୁ ନିୟନ୍ତ୍ରଣ କରିବା ବର୍ତ୍ତମାନ ପରିଚୟ ପରିଚାଳନା (IdM) ସର୍ଭର UI ରେ ସମ୍ଭବ। ଏହା IdM ସର୍ଭର ପ୍ରଶାସକଙ୍କୁ କିଛି ବିଶେଷ ବିଷୟବସ୍ତୁରେ ବଚ୍ଛିତ ବ୍ୟବହାରକାରୀଙ୍କ ପାଇଁ ସିମୀତ ଅନୁମତି ଦେଇଥାଏ। ଏହା ସହିତ, IdM ସର୍ଭରରେ ବୈଧିକୃତ ବ୍ୟବହାରକାରୀମାନଙ୍କ ପାଇଁ ପୂର୍ବନିର୍ଦ୍ଧାରିତ ଭାବରେ ପଠନ ଅନୁମତି ନଥାଏ। ଏହି ପରିବର୍ତ୍ତନଗୁଡ଼ିକ IdM ସର୍ଭର ତଥ୍ୟର ସୁରକ୍ଷାକୁ ଉନ୍ନତ କରିଥାଏ। ଅଧିକ ବିବରଣୀ ପାଇଁ,
ସମ୍ପୃକ୍ତ FreeIPA ଦଲିଲ କୁ ଦେଖନ୍ତୁ।
ଅନାଧିକୃତ ବ୍ୟବହାରକାରୀମାନଙ୍କ ପାଇଁ ସିମୀତ ଡମେନ ଅଭିଗମ୍ୟତା
domains=
ବିକଳ୍ପକୁ
pam_sss
ମଡ୍ୟୁଲରେ ଯୋଡ଼ାଯାଇଛି, ଯାହାକି
domains=
ବିକଳ୍ପକୁ
/etc/sssd/sssd.conf
ଫାଇଲରେ ନବଲିଖନ କରିଥାଏ। ଏହା ସହିତ, ଏହି ଅଦ୍ୟତନ
pam_trusted_users
ବିକଳ୍ପକୁ ଯୋଡ଼ିଥାଏ, ଯାହାକି ବ୍ୟବହାରକାରୀଙ୍କୁ କିଛି ସାଂଖ୍ୟିକ UIDs କିମ୍ବା ବ୍ୟବହାରକାରୀ ନାମ ଅଦ୍ୟତନ କରିଥାଏ ଯାହାକି
SSSD
ଡେମନ ଦ୍ୱାରା ବିଶ୍ୱସ୍ତ ହୋଇଥାଏ, ଏବଂ
pam_public_domains
ବିକଳ୍ପ ଏବଂ ଡମେନ ତାଲିକା ଅଭିଗମ୍ୟତାକୁ ଅବିଶ୍ୱସ୍ତ ବ୍ୟବହାରକାରୀଙ୍କ ପାଇଁ ମଧ୍ୟ ଅନୁମତି ଦେଇଥାଏ। ଉଲ୍ଲେଖ ହୋଇଥିବା ଯୋଗଗୁଡ଼ିକ ତନ୍ତ୍ର ସଂରଚନାକୁଅନୁମତି ଦେଇଥାଏ, ଯେଉଁଠି ନିୟମିତ ବ୍ୟବହାରକାରୀମାନେ ନିର୍ଦ୍ଦିଷ୍ଟ ପ୍ରୟୋଗଗୁଡ଼ିକୁ ଅଭିଗମ୍ୟ କରିଥାଏ, କିନ୍ତୁ ତନ୍ତ୍ରରେ ଲଗଇନ ଅନୁମତି ନଥାଏ। ଏହି ବିଶେଷତା ବିଷୟରେ ଅଧିକ ସୂଚନା ପାଇଁ,
ସମ୍ପୃକ୍ତSSSD ଦଲିଲ କୁ ଦେଖନ୍ତୁ।
ସାଧାରଣ ଇଣ୍ଟରନେଟ ଫାଇଲତନ୍ତ୍ର ପାଇଁ SSSD ସଂଯୋଜନା
SSSD
ଦ୍ୱାରା ପ୍ରଦତ୍ତ ପ୍ଲଗଇନ ଅନ୍ତରାପୃଷ୍ଠକୁ ବିନ୍ୟାସ କରାଯାଇଥାଏଯେଉଁଥିରେ
cifs-utils ଉପଯୋଗିତା ID-ମେଳନକୁ କାର୍ଯ୍ୟକାରୀ କରିଥାଏ। ଫଳସ୍ୱରୂପ, ଏକ
SSSD
କ୍ଲାଏଣ୍ଟ ବର୍ତ୍ତମାନ ଏକ CIFS ସହଭାଗକୁ ସମାନ କାର୍ଯ୍ୟ ସହିତ କ୍ଲାଏଣ୍ଟ ଭାବରେ
Winbind ସର୍ଭିସରେ ଚଲାଇଥାଏ। ଅଧିକ ସୂଚନା ପାଇଁ,
ସମ୍ପୃକ୍ତ SSSD ଦଲିଲ କୁ ଦେଖନ୍ତୁ।
WinSync ରୁ Trust କୁ ସ୍ଥାନାନ୍ତରଣ ପାଇଁ ସହାୟତା
ଏହି ଅଦ୍ୟତନ ନୂତନ
ID ଦୃଶ୍ୟ
କୌଶଳକୁ ନିୟୋଜନ କରିଥାଏ। ଏହା ପରିଚୟ ପରିଚାଳନା ବ୍ୟବହାରକାରୀ ସ୍ଥାନାନ୍ତରଣକୁ
WinSync ସନ୍ତୁଳନ-ଆଧାରିତ ସଂରଚନାରେ ସକ୍ରିୟ କରିଥାଏ ଯାହାକି
Active Directory
ଦ୍ୱାରା ସଂରଚନା ଆଧାରିଚCross-Realm Trusts ରେ ବ୍ୟବହୃତ ହୋଇଥାଏ।
ID ଦୃଶ୍ୟର
ବିବରଣୀ ଏବଂସ୍ଥାନାନ୍ତରଣ ପଦ୍ଧତି ପାଇଁ,
ସମ୍ପୃକ୍ତ FreeIPA ଦଲିଲ କୁ ଦେଖନ୍ତୁ।
ସ୍ୱୟଂଚାଳିତ ତଥ୍ୟ ପ୍ରଦାତା ବିନ୍ୟାସ
ipa-client-install
ନିର୍ଦ୍ଦେଶ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ଭାବରେSSSD
କୁ ତଥ୍ୟ ପ୍ରଦାତା ଭାବରେ sudo ସର୍ଭିସ ପାଇଁ ବ୍ୟବହୃତ ହୋଇଥାଏ।ଏହି ଆଚରଣକୁ --no-sudo
ବିକଳ୍ପ ବ୍ୟବହାର କରି ନିଷ୍କ୍ରିୟ କରାଯାଇ ପାରିବ।ଏହା ସହିତ, --nisdomain
ବିକଳ୍ପକୁ NIS ଡମେନ ନାମ ଯୋଡ଼ିବା ପାଇଁ ପରିଚୟ ପରିଚାଳନା କ୍ଲାଏଣ୍ଟ ସ୍ଥାପନ ପାଇଁ ବ୍ୟବହାର କରାଯାଇପାରିବ, ଏବଂ --no_nisdomain
ବିକଳ୍ପକୁNIS ଡମେନ ନାମ ସେଟ କରିବାରୁ ଏଡ଼ାଇବା ପାଇଁ ବ୍ୟବହାର କରାଯାଇଥାଏ। ଯଦି ଏହା ମଧ୍ଯରୁ କୌଣସି ବିକଳ୍ପକୁ ବ୍ୟବହାର କରାନଯାଏ, ତେବେ IPA ଡମେନକୁ ତାହା ପରିବର୍ତ୍ତେ ବ୍ୟବହାର କରାଯାଇଥାଏ।
AD ଏବଂ LDAP sudo ପ୍ରଦାତାମାନଙ୍କର ବ୍ୟବହାର
AD ପ୍ରଦାତାଟି ହେଉଛି ସକ୍ରିୟ ଡିରେକ୍ଟୋରୀ ସର୍ଭର ସହିତ ସଂଯୁକ୍ତ ହେବାକୁ ଥିବା ଏକ ପୃଷ୍ଠଭୂମି।Red Hat Enterprise Linux 7.1 ରେ, AD sudo ପ୍ରଦାତାକୁ LDAP ସହିତ ବ୍ୟବହାର କରି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ଦିଆଯାଇଥାଏ। AD sudo ପ୍ରଦାତାକୁ ସକ୍ରିୟ କରିବା ପାଇଁ, sudo_provider=ad
ସେଟିଙ୍ଗକୁ sssd.conf
ଫାଇଲର ଡମେନ ବିଭାଗରେ ଯୋଗ କରନ୍ତୁ।
SCAP ସୁରକ୍ଷା ପୁସ୍ତକ
scap-security-guide ପ୍ୟାକେଜକୁ ସୁରକ୍ଷା ନିୟମାବଳୀ, ମୂଳ ଧାଡ଼ି, ଏବଂ ସମ୍ପୃକ୍ତ ବୈଧିକରଣ କୌଶଳ ପ୍ରଦାନ କରିବା ପାଇଁ Red Hat Enterprise Linux 7.1 ରେ ଅନ୍ତର୍ଭୁକ୍ତ କରାଯାଇଛି ଯାହାକି
ସୁରକ୍ଷା ବିଷୟବସ୍ତୁ ସ୍ୱୟଂଚାଳିତ ପ୍ରଟୋକଲ (
SCAP) ବ୍ୟବହାର କରିଥାଏ। ତନ୍ତ୍ର ସୁରକ୍ଷା ନିତୀ ଆବଶ୍ୟକତା ପାଇଁ
SCAP ସୁରକ୍ଷା ପୁସ୍ତକ ଆବଶ୍ୟକୀୟ ତଥ୍ୟ ଧାରଣ କରିଥାଏ;ଉଭୟ ଲିଖିତ ବର୍ଣ୍ଣନା ଏବଂ ସ୍ୱୟଂଚାଳିତ ପରୀକ୍ଷାକୁ ଅନ୍ତର୍ଭୁକତ୍ କରାଯାଇଥାଏ। ପରୀକ୍ଷାକୁ ସ୍ୱୟଂଚାଳିତ କରିବା ଫଳରେ,
SCAP ସୁରକ୍ଷା ପୁସ୍ତକ ତନ୍ତ୍ର ସୁସଙ୍ଗତତାକୁ ନିୟମିତ ଭାବରେ ଯାଞ୍ଚ କରିବା ପାଇଁ ଏକ ସରଳ ଏବଂ ଭରଷାଯୋଗ୍ଯ ଉପାୟ ପ୍ରଦାନ କରିଥାଏ।
Red Hat Enterprise Linux 7.1 ତନ୍ତ୍ର ପ୍ରଶାସକ oscap
ନିର୍ଦ୍ଦେଶ ଧାରା ସାଧନକୁ openscap-utils ପ୍ୟାକେଜରୁ ବ୍ୟବବହାର କରିପାରିବେ ଯାହାକୁ ତନ୍ତ୍ର ନିୟମାବଳୀ ପ୍ରଦାନ କରିବା ପାଇଁ ନିଶ୍ଚିତ କରିଥାଏ। ଅଧିକ ସୂଚନା ପାଇଁ scap-security-guide(8) ହସ୍ତପୁସ୍ତକକୁ ଦେଖନ୍ତୁ।
SELinux ନିତୀ
OpenSSH ରେ ନୂତନ ବିଶେଷତା
ସାଧନଗୁଡ଼ିକର OpenSSH ସେଟକୁ ସଂସ୍କରଣ 6.6.1p1 ରେ ଅଦ୍ୟତନ କରାଯାଇଛି, ଯାହାକି କ୍ରିପ୍ଟୋଗ୍ରାଫି ସମ୍ପୃକ୍ତ ଅନେକ ନୂତନ ବିଶେଷତାଗୁଡ଼ିକୁ ଯୋଗ କରିଥାଏ:
ଏଲିପଟିକ କର୍ଭ ବ୍ୟବହାର କରି କି ଅଦଳ ବଦଳ Diffie-Hellman
କୁ Daniel Bernstein's Curve25519
ରେ ବର୍ତ୍ତମାନ ସହାୟତା ପ୍ରାପ୍ତ। ଏହି ପଦ୍ଧତିଟି ବର୍ତ୍ତମାନ ହେଉଛି ପୂର୍ବନିର୍ଦ୍ଧାରିତ ଧାରା ଯାହାକି ଉଭୟ ସର୍ଭର ଏବଂ କ୍ଲାଏଣ୍ଟକୁ ସହାୟତା ଦେଇଥାଏ।
Ed25519
ଏଲିପଟିକ କର୍ଭ ହସ୍ତାକ୍ଷର ଯୋଜନାକୁ ବ୍ୟବହାର କରି ଯୋଡ଼ାଯାଇଛି।Ed25519
, ଯାହାକୁ ଉଭୟ ବ୍ୟବହାରକାରୀ ଏବଂ ହୋଷ୍ଟ କି ପାଇଁ ବ୍ୟବହାର କରାଯାଇପାରିବ, ECDSA
ଏବଂ DSA
ଅପେକ୍ଷା ଉନ୍ନତତର ସୁରକ୍ଷା ଏବଂ କାର୍ଯ୍ୟକାରିତା ପ୍ରଦାନ କରିଥାଏ।
ଏକ ନୂତନ ବ୍ୟକ୍ତିଗତ କି ଶୈଳୀକୁ ଯୋଡାଯାଇଥାଏ ଯାହାକି
bcrypt
କି ନିର୍ଦ୍ଧାରଣ କାର୍ଯ୍ୟକୁ (
KDF) ବ୍ୟବହାର କରିଥାଏ। ପୂର୍ବନିର୍ଦ୍ଧାରିତ ଭାବରେ, ଏହି ଶୈଳୀକୁ
Ed25519
କି ଗୁଡ଼ିକ ପାଇଁ ବ୍ୟବହାର କରାଯାଇଥାଏ କିନ୍ତୁ ହୁଏତଃ ଅନ୍ୟାନ୍ୟ ପ୍ରକାରର କି ପାଇଁ ମଧ୍ଯ ଅନୁରୋଧ କରାଯାଇଥାଏ।
ଏକ ନୂତନ ପରିବହନ ସିଫରକୁ, chacha20-poly1305@openssh.com
, ରେ ଯୋଡ଼ାଯାଇଥାଏ। ଏହାକୁ ଡାନିଏଲ ବର୍ଣ୍ଣଷ୍ଟାଣ୍ଡରେ ChaCha20
ଧାରା ସିଫର ଏବଂ Poly1305
ସନ୍ଦେଶ ବୈଧିକରଣ ସଂକେତରେ (MAC) କୁ ମିଶାଇଥାଏ।
Libreswan ରେ ନୂତନ ବିଶେଷତାଗୁଡ଼ିକ
IPsec
VPN ର
Libreswan ନିୟୋଜନକୁସଂସ୍କରଣ 3.12 କୁ ଅଦ୍ୟତିତ କରାଯାଇଛି, ଯାହାକି ଅନେକ ନୂତନ ବିଶେଷତା ଏବଂ ଉନ୍ନତିଗୁଡ଼ିକୁ ଯୋଗ କରିଥାଏ:
ନୂତନ ସିଫରଗୁଡ଼ିକୁ ଯୋଡ଼ାଯାଇଛି।
IKEv2
ସହାୟତାକୁ ଉନ୍ନତ କରାଯାଇଛି (ମୂଖ୍ୟତଃ
CP
କାର୍ଯ୍ୟଭାର,
CREATE_CHILD_SA
ଅନୁରୋଧ, ଏବଂ ନୂତନ ଭାବରେ ଆରମ୍ଭ ହୋଇଥିବା
ବୈଧିକରଣ ଶୀର୍ଷକ
(
AH) ସହାୟତା ପାଇଁ।
ମଧ୍ଯବର୍ତ୍ତୀ ପ୍ରମାଣପତ୍ର ଚେନ ସହାୟତାକୁ IKEv1
ଏବଂ IKEv2
ରେ ଯୋଗ କରାଯାଇଛି।
ସଂଯୋଗ ନିୟନ୍ତ୍ରଣକୁ ଉନ୍ନତ କରାଯାଇଛି।
ଆଭ୍ୟନ୍ତରିଣ କାର୍ଯ୍ଯକ୍ରମକୁ OpenBSD, Cisco, ଏବଂ ଏଣ୍ଡ୍ରଏଡ ତନ୍ତ୍ର ସହିତ ଉନ୍ନତ କରାଯାଇଛି।
systemd ସହାୟତାକୁ ଉନ୍ନତ କରାଯାଇଛି।
ହ୍ୟାସ CERTREQ
ଏବଂ ଯାତାୟାତ ପରିସଂଖ୍ୟାନକୁ ଯୋଗ କରାଯାଇଛି।
TNC ରେ ନୂତନ ବିଶେଷତା
ବିଶ୍ୱସ୍ତ ନେଟୱର୍କ ସଂଯୋଗ (TNC) ସଂରଚନାକୁ, strongimcv ପ୍ୟାକେଜ ଦ୍ୱାରା ପ୍ରଦାନ କରାଯାଇଥାଏ, ଏବଂ ତାହାstrongSwan 5.2.0 ଉପରେ ଆଧାର କରି ଅଦ୍ୟତନ କରାଯାଇଥାଏ। ନିମ୍ନଲିଖିତ ବିଶେଷତା ଏବଂ ଉନ୍ନତିଗୁଡ଼ିକୁ TNC ରେ ଯୋଗ କରାଯାଇଛି:
ବିଶ୍ୱସ୍ତ ନେଟୱର୍କ ସଂଯୋଗ ପାଇଁ PT-EAP
ପରିବହନ ପ୍ରଟୋକଲ (RFC 7171) କୁ ଯୋଗ କରାଯାଇଛି।
IMC/IMV ଯୁଗଳ ବର୍ତ୍ତମାନ IMA-NG ମାପ ଶୈଳୀକୁ ସହାୟତା କରିଥାଏ।
IMV ସହାୟତାକୁ ଉନ୍ନତ କରାଯାଇଛି ଏବଂ ନୂତନ TPMRA କାର୍ଯ୍ୟବସ୍ତୁରେ ନିୟୋଜନ କରାଯାଇଛି।
JSON-ଆଧାରିତ REST API କୁ SWID IMV ସହିତ ଯୋଗ କରାଯାଇଛି।
SWID IMC ସମସ୍ତ ସ୍ଥାପିତ ପ୍ୟାକେଜଗୁଡ଼ିକୁ dpkg, rpm, କିମ୍ବା pacman ପ୍ୟାକେଜ ପରିଚାଳକରୁ swidGenerator ବ୍ୟବହାର କରି ସ୍ଥାପନ କରାଯାଇଛି, ଯାହାକି SWID ଟ୍ୟାଗଗୁଡ଼ିକୁ ନୂତନ ISO/IEC 19770-2:2014 ମାନ୍ୟତା ଅନୁସାରେ ସୃଷ୍ଟି କରିଥାଏ।
libtls
TLS 1.2 ନିୟୋଜନକୁ EAP-(T)TLS ରେ ବ୍ୟବହାର କରାଯାଇଥିବା ପରି ଏବଂ ଅନ୍ୟାନ୍ୟ ପ୍ରଟୋକଲଗୁଡ଼ିକୁ AEAD ଧାରା ସହାୟତା ଦ୍ୱାରା ବିସ୍ତାର କରାଯାଇଥାଏ, ବର୍ତ୍ତମାନ AES-GCM ମଧ୍ଯରେ ସିମୀତ।
aikgen ସାଧନ ବର୍ତ୍ତମାନ ଏକ ଏଟେଷ୍ଟେସନ ପରିଚୟ କି ଦ୍ୱାରା TPM ରେ ସିମୀତ।
ପ୍ରବେଶାନୁମତି ଆନୁରୋଧ ID , ଉପକରଣ ID, ଏବଂ ଉତ୍ପାଦନ ସୂଚନା ସହଭାଗ କରିବା ପାଇଁ ଉନ୍ନତ IMVs ସହାୟତା, ଏକ ସାଧାରଣ imv_session ବସ୍ତୁ ମାଧ୍ଯମରେ।
ସ୍ଥିତବାନ IF-TNCCS
(PB-TNC
, IF-M
(PA-TNC
)) ପ୍ରଟୋକଲ, ଏବଂ OS IMC/IMV
ଯୁଗଳରେରେ ଅନେକ ତୃଟିଗୁଡ଼ିକର ସମାଧାନ କରାଯାଇଛି।
GnuTLS ରେ ନୂତନ ବିଶେଷତାଗୁଡ଼ିକ
SSL
, TLS
, ଏବଂ DTLS
ପ୍ରଟୋକଲଗୁଡ଼ିକର GnuTLS ନିୟୋଜନକୁ ସଂସ୍କରଣ 3.3.8 ରେ ଅଦ୍ୟତନ କରାଯାଇଛି, ଯାହାକି କିଛି ନୂତନ ବିଶେଷତା ଏବଂ ଉନ୍ନତି ପ୍ରଦାନ କରିଥାଏ:
DTLS 1.2
ପାଇଁ ସହାୟତାକୁ ଯୋଗ କରାଯାଇଛି।
ପ୍ରୟୋଗ ସ୍ତର ପ୍ରଟୋକଲ ଆଦାନ ପ୍ରଦାନ (
ALPN) ପାଇଁ ସହାୟତା ଯୋଗ କରାଯାଇଛି।
ଏଲିପଟିକ କର୍ଭ ସିଫର ସୁଟର କାର୍ଯ୍ୟକାରିତାକୁ ଉନ୍ନତ କରାଯାଇଛି।
ନୂତନ ସିଫର ପ୍ରକାରଗୁଡ଼ିକୁ, RSA-PSK
ଏବଂ CAMELLIA-GCM
, ରେ ଯୋଗ କରାଯାଇଛି।
ବିଶ୍ୱସ୍ତ ପ୍ଲାଟଫର୍ମ ମଡ୍ଯୁଲ (
TPM) ମାନକ ପାଇଁ ସ୍ଥାନୀୟ ସହାୟତା ଦିଆଯାଇଛି।
PKCS#11
ସ୍ମାର୍ଟକାର୍ଡଏବଂ
ହାର୍ଡୱେର ସୁରକ୍ଷା ମଡ୍ୟୁଲଗୁଡ଼ିକ (
HSM) ପାଇଁ ସହାୟତାକୁ ଅନେକ ଉପାୟରେ ଉନ୍ନତ କରାଯାଇଛି।
FIPS 140 ସୁରକ୍ଷା ମାନକ ସହିତ ସୁସଙ୍ଗତତାକୁ(ଫେଡେରାଲ ସୂଚନା କାର୍ଯ୍ୟକାରୀ ମାନକ) ଅନେକ ଉପାୟରେ ଉନ୍ନତ କରାଯାଇଛି।
Quad-buffered OpenGL Stereo Visuals ପାଇଁ ସହାୟତା
GNOME ସେଲ ଏବଂ Mutter ମିଶ୍ରିତ ୱିଣ୍ଡୋ ପରିଚାଳକ ବର୍ତ୍ତମାନ quad-buffered OpenGL ଷ୍ଟେରିଓ ଭିଜୁଆଲ ବ୍ୟବହାର କରିବା ପାଇଁ ଅନୁମତି ପାଇଛି ଯାହାକି ହାର୍ଡୱେର ଉପରେ ସହାୟତା ପ୍ରାପ୍ତ। ଆପଣଙ୍କ ପାଖରେ NVIDIA ପ୍ରଦର୍ଶକ ଡ୍ରାଇଭର ସଂସ୍କରଣ 337 କିମ୍ବା ପରବର୍ତ୍ତୀ ସ୍ଥାପନ ଥିବା ଉଚିତ ଯାହାକି ସଠିକ ଭାବରେ ଏହି ବିଶେଷତାକୁ ବ୍ୟବହାର କରିଥାଏ।
ଅନଲାଇନ ଖାତା ପ୍ରଦାତାମାନେ
ନୂତନ GSettings କି org.gnome.online-accounts.whitelisted-providers
କୁ GNOME ଅନଲାଇନ ଖାତାରେ ଯୋଗ କରାଯାଇଛି( gnome-online-accounts ପ୍ୟାକେଜ ଦ୍ୱାରା ପ୍ରଦତ୍ତ)। ଏହି କି ଅନଲାଇନ ଖାତାଗୁଡ଼ିକର ଏକ ତାଲିକା ପ୍ରଦାନ କରିଥାଏ ଯାହାକି ବିଶେଷ ଭାବରେ ଆରମ୍ଭ ସମୟରେ ଧାରଣ ହୋଇଥାଏ। ଏହି କି କୁ ଉଲ୍ଲେଖ କରିବା ଫଳରେ, ତନ୍ତ୍ର ପ୍ରଶାକମାନେ ସଠିକ ପ୍ରଦାତାଙ୍କୁ ସକ୍ରିୟ କରିପାରିବେ କିମ୍ବା ବାଛିକରି ଅନ୍ୟମାନଙ୍କୁ ନିଷ୍କ୍ରିୟ କରିପାରିବେ।
ଅଧ୍ଯାୟ 14. ସମର୍ଥନ କ୍ଷମତା ଏବଂ ପରିଚାଳନା
ABRT ବୈଧିକୃତ ସୂକ୍ଷ୍ମ ବିବରଣୀ
Red Hat Enterprise Linux 7.1ରେ, ସ୍ୱୟଂଚାଳିତ ତୃଟି ଦାଖଲ ସାଧନ (ABRT) ଟି Red Hat ଗ୍ରାହକ ପୃଷ୍ଠା ସହିତ ନିବିଡ଼ ଭାବରେ ଜଡ଼ିତ ଏବଂ ସୂକ୍ଷ୍ମ ବିବରଣୀଗୁଡ଼ିକୁ ପୋର୍ଟାଲରେ ସିଧାସଳଖ ଭାବରେ ଦାଖଲ କରିଥାଏ। ଏହା ABRT କୁ ହାରାହାରୀ କ୍ରାସ ପରିସଂଖ୍ୟାନ ସହିତ ବ୍ୟବହାରକାରୀମାନଙ୍କୁ ପ୍ରଦାନ କରିଥାଏ। ଏହା ସହିତ, ABRT ପାଖରେ ଅଧିକାର ପ୍ରମାଣପତ୍ରଗୁଡ଼ିକୁ ବ୍ୟବହାର କରିବା ପାଇଁ ବିକଳ୍ପ ଥାଏ, ଯାହାକି ଏହି ବିଶେଷତାର ସଂରଚନାକୁ ସରଳିକୃତ କରିଥାଏ।
ସନ୍ନିହିତ ବୈଧିକରଣ ABRT କୁ ସୂକ୍ଷ୍ମ ବିବରଣୀକୁ ଉତ୍ତର ଦେବା ପାଇଁ ଅନୁମତି ଦେଇଥାଏ ଯେଉଁଥିରେ ସମ୍ଭବତଃ ଏହି ପଦକ୍ଷେପଗୁଡ଼ିକ ଅନ୍ତର୍ଭୁକ୍ତ ଯାହାକି ସେହି ସୂକ୍ଷ୍ମ ବିବରଣୀର ସମାଧାନ ଦେଇପାରିବ। ସେହି ବୈଧିକରଣକୁ ଆବଶ୍ୟକୀୟ ଅଦ୍ୟତନଗୁଡ଼ିକ ବିଷୟରେ ବିଜ୍ଞପ୍ତି ଦେବା ପାଇଁ ବ୍ୟବହାର କରାଯାଇପାରିବ, ଏବଂସେହି ବିଜ୍ଞପ୍ତିଗୁଡ଼ିକୁ ପ୍ରଶାସକଙ୍କ ପାଖକୁ ସିଧାସଳଖ ଭାବରେ ପଠାଯାଇପାରିବ।
ମନେରଖନ୍ତୁ ଯେ ବୈଧିକୃତ ସୂକ୍ଷ୍ମ ବିବରଣୀକୁ ଗ୍ରାହକମାନଙ୍କ ପାଇଁ ସ୍ୱୟଂଚାଳିତ ଭାବରେ ସକ୍ରିୟ କରାଯାଇଥାଏ ଯେଉଁମାନେ ପୂର୍ବରୁ ABRT ସୂକ୍ଷ୍ମ ବିବରଣୀଗୁଡ଼ିକୁ Red Hat Enterprise Linux 7.0 ରେ ସକ୍ରିୟ କରିଛନ୍ତି।
ଅଧ୍ଯାୟ 15. Red Hat ସଫ୍ଟୱେର ସଂଗ୍ରହ
Red Hat ସଫ୍ଟୱେର ସଂଗ୍ରହଟି ଏକ Red Hat ବିଷୟବସ୍ତୁ ସେଟ ଯାହାକି ଅସ୍ଥାୟୀ ପ୍ରଗ୍ରାମିଙ୍ଗ ଭାଷା, ତଥ୍ୟାଧାର ସର୍ଭର, ଏବଂ ସମ୍ପୃକ୍ତ ପ୍ୟାକେଜଗୁଡ଼ିକୁ ପ୍ରଦାନ କରିଥାଏଯାହାକୁ ଆପଣ ସ୍ଥାପନ କରି AMD64 ଏବଂ Intel 64 ସଂରଚନା ଉପରେ Red Hat Enterprise Linux 6 ଏବଂ Red Hat Enterprise Linux 7 ରେ ସମସ୍ତ ସହାୟତାପ୍ରାପ୍ତ ପ୍ରକାଶନଗୁଡ଼ିକରେ ବ୍ୟବହାର କରିପାରିବେ।
ଅସ୍ଥାୟୀ ଭାଷା, ତଥ୍ୟାଧାର ସର୍ଭର, ଏବଂ ଅନ୍ୟାନ୍ୟ Red Hat ସଫ୍ଟୱେର ସଂଗ୍ରହ ସାଧନ Red Hat Enterprise Linux ସହିତ ପୂର୍ବନିର୍ଦ୍ଧାରିତ ତନ୍ତ୍ର ସାଧନଗୁଡ଼ିକୁ ସ୍ଥାନାନ୍ତରିତ କରିନଥାଏ, ଏବଂ ସେଗୁଡ଼ିକ ପସନ୍ଦରେ ସାଧନଗୁଡ଼ିକ ବଦଳରେ ମଧ୍ଯ ବ୍ୟବହୃତ ହୋଇନଥାଏ।
Red Hat ସଫ୍ଟୱେର ସଂଗ୍ରହ ଏକ ବୈକଳ୍ପିକ ପ୍ୟାକେଜିଙ୍ଗ କୌଶଳ ବ୍ୟବହାର କରିଥାଏ ଯାହାକିscl
ଉପଯୋଗିତା ଉପରେ ଆଧାରିତ ଯାହାକି ସମାନ ପ୍ରକାରର ପ୍ୟାକେଜ ସେଟ ପ୍ରଦାନ କରିଥାଏ।ଏହି ସେଟ ବୈକଳ୍ପିକ ପ୍ୟାକେଜ ସଂସ୍କରଣକୁ Red Hat Enterprise Linux ରେ ସକ୍ରିୟ କରିଥାଏ। ଏହି scl
ଉପଯୋଗିତାକୁ ବ୍ୟବହାର କରିବା ଫଳରେ, ବ୍ୟବହାରକାରୀମାନେ କେଉଁ ପ୍ୟାକେଜ ସଂସ୍କରଣକୁ ଚଲାଇବାକୁ ଚାହୁଁଛନ୍ତି ତାହା ବାଛିପାରିବେ।
Red Hat ବିକାଶକାରୀ ସାଧନ ସେଟ ବର୍ତ୍ତମାନ Red Hat ସଫ୍ଟୱେର ସଂଗ୍ରହର ଏକ ଅଂଶ ଅଟେ, ଯାହାକୁ ଏକ ପୃଥକ ସଫ୍ଟୱେର ସଂଗ୍ରହ ଭାବରେ ଅନ୍ତର୍ଭୁକ୍ତ କରାଯାଇଥାଏ। Red Hat ବିକାଶକାରୀ ସାଧନ ସେଟକୁ Red Hat Enterprise Linux ପ୍ଲାଟଫର୍ମ ଉପରେ କାମ କରିବା ପାଇଁ ରଚିତ। ଏହା GNU ସଙ୍କଳକ ସଂଗ୍ରହ, GNU ତୃଟି ନିବାରକ, ଏକ୍ଲିପ୍ସ ବିକାଶ ପ୍ଲାଟଫର୍ମ, ଏବଂ ଅନ୍ଯାନ୍ୟ ବିକାଶ, ତୃଟିନିବାରଣ, ଏବଂ କାର୍ଯ୍ୟଦକ୍ଷତା ନିରୀକ୍ଷଣ ସାଧନର ପ୍ରଚଳିତ ସଂସ୍କରଣ ପ୍ରଦାନ କରିଥାଏ।